Swami Vivekananda

ଜୀବନ ଅପେକ୍ଷା ସମ୍ପର୍କ ଅଧିକ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ସବୁ ସମ୍ପର୍କରେ ଜୀବନ ରହିବା ମଧ୍ୟ ତତୋଧିକ ଗୁରୁତ୍ୱପୂର୍ଣ୍ଣ । – ସ୍ୱାମୀ ବିବେକାନନ୍ଦ... Read More
ଅନ୍ୟମାନଙ୍କ ମଧ୍ୟରେ ଯେଉଁ ଭଲଗୁଣ ଅଛି, ତାକୁ ନିଜ ଭିତରକୁ ଆଣ ଏବଂ ନିଜ ଢଙ୍ଗରେ ତାକୁ ଗ୍ରହଣ କରିନିଅ; ଅନ୍ୟମାନଙ୍କ ଭଳି ହୁଅନାହିଁ । – ସ୍ୱାମୀ ବିବେକାନନ୍ଦ... Read More
ଯେଉଁ ଦିନ ତୁମେ କୌଣସି ସମସ୍ୟାର ସମ୍ମୁଖୀନ ହୋଇ ନଥାଅ, ସେଦିନ ନିଶ୍ଚିତ ହୋଇଯିବା ଉଚିତ୍ ଯେ ତୁମେ କୌଣସି ଭୁଲ୍ ବାଟରେ ଯାଉଛ । – ସ୍ୱାମୀ ବିବେକାନନ୍ଦ... Read More
ସର୍ବଦା ନିଜକୁ ସୁଖୀ ବୋଲି ଦେଖାଇବାକୁ ଚେଷ୍ଟା କର, କାରଣ ଏହା ତୁମର ଚେହେରାରେ ପରିଣତ ହୋଇଯାଏ । କ୍ରମେ କ୍ରମେ ଏହା ତୁମର ଅଭ୍ୟାସ ଏବଂ ପରିଶେଷରେ ଏହା ତୁମର ବ୍ୟକ୍ତିତ୍ୱରେ ପରିଣତ... Read More
ଭଲ ଦିଗକୁ ଯିବାର ରାସ୍ତାଟି ସର୍ବାଧିକ ଦୁର୍ଗମ ଓ ବନ୍ଧୁର । ଏହା ହିଁ ଆଶ୍ଚର୍ଯ୍ୟର କଥା ଯେ ଏତେ ଲୋକ ସଫଳକାମ ହୁଅନ୍ତି, ବହୁ ଲୋକ ଯେ ପଡ଼ିଯାନ୍ତି ସେଥିରେ ଆଶ୍ଚର୍ଯ୍ୟ ହେବାର... Read More
ଟଙ୍କା ପଇସା ନୁହେଁ କି ନାମ ନୁହେଁ; ଯଶ ଖ୍ୟାତି ନୁହେଁ କି ଶିକ୍ଷା ଗ୍ରହଣ ନୁହେଁ- ଏସବୁ ମଧ୍ୟରୁ କୌଣସିଟି ହେଲେ ବ୍ୟକ୍ତିର ସ୍ୱତନ୍ତ୍ରତାକୁ ପ୍ରକାଶ କରିପାରି ନଥାନ୍ତି । କେବଳ ଚରିତ୍ର... Read More

Categories