Registration

ଭୁବନେଶ୍ୱର: ଖୁବଶୀଘ୍ର ଯୁକ୍ତ୨ କଲେଜରେ ନିଯୁକ୍ତ ହେବେ ୧ହଜାର ୬୧ ସ୍ନାତକୋତ୍ତର ଶିକ୍ଷକ । ଏଥିପାଇଁ ଆଜିଠୁ ଆରମ୍ଭ ହେଉଛି ଆବେଦନ। ଇଚ୍ଛୁକ ପାର୍ଥୀମାନେ ଏସଏସବି (SSB)ର ୱେବସାଇଟରେ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ।... Read More
ଭୁବନେଶ୍ବର : ଆଜିଠୁ ଆରମ୍ଭ ହେବ ନବୀନ ଓଡ଼ିଶା ମ୍ୟାଜିକ କାର୍ଡ ପାଇଁ ଛାତ୍ରଛାତ୍ରୀଙ୍କ ନାମ ପଞ୍ଜୀକରଣ । ଆସନ୍ତା ଅଗଷ୍ଟ ୧୫ ତାରିଖରେ ଛାତ୍ରଛାତ୍ରୀଙ୍କୁ ଏହି ମ୍ୟାଜିକ କାର୍ଡ ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ... Read More
ଯୁବପୀଢିଙ୍କୁ ଯୁବ ଉଦ୍ୟୋଗୀରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ନୂଆ ଯୋଜନା ‘ସ୍ୱୟମ୍’ । ଲାଭଜନକ ବ୍ୟବସାୟ ପାଇଁ ବିନା ସୁଧରେ ୧ ଲକ୍ଷ ଟଙ୍କାର ଋଣ ଦେବାକୁ ସରକାର ବ୍ୟବସ୍ଥା କରିଛନ୍ତି... Read More
ପୁରୀ : କାର୍ତ୍ତିକ ବ୍ରତ ପାଳନ ନିମନ୍ତେ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି । ଆଜିଠୁ ପଞ୍ଜିକରିବେ ହବିଷ୍ୟାଳି। କାର୍ତ୍ତିକରେ ଯେଉଁ ହବିଷ୍ୟାଳି ମାନେ ସରକାରଙ୍କ ଯୋଜନାରେ ସାମିଲ୍ ହୋଇ ପୁରୀ ଆସି ମାଗଣାରେ... Read More
ଆଜି (ରବିବାର) ଅର୍ଥାତ୍ ଅକ୍ଟୋବର ୧ ତାରିଖରୁ କାର୍ଯ୍ୟକାରୀ ହେବ ନୂତନ ନିୟମ । ଏହି ନୂତନ ନିୟମ ସିଧାସଳଖ ଆପଣଙ୍କ ପକେଟ୍ କୁ ପ୍ରଭାବିତ କରିବ । ସୂଚନା ଅନୁଯାୟୀ, ରବିବାର ଦିନଠାରୁ... Read More
ଭୁବନେଶ୍ୱର : ଅଗ୍ନିବୀର ବାୟୁ ନିଯୁକ୍ତି ପାଇଁ ଅନ୍‌ଲାଇନ୍ ପରୀକ୍ଷା ଆସନ୍ତା ୨୦୨୩ ଜାନୁଆରୀ ୧୮ରୁ ୨୪ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ଏହି ପରୀକ୍ଷା ନିମନ୍ତେ ଅନ୍‌ଲାଇନ୍‌ରେ ପଞ୍ଜୀକରଣକୁ ଅନିବାର୍ଯ୍ୟ କରାଯାଇଛି... Read More
କଟକ : ଐତିହାସିକ କଟକ ବାଲିଯାତ୍ରା ନିମନ୍ତେ ପ୍ଲଟ ଆବଂଟନ ପାଇଁ ପଞ୍ଜିକରଣ ଆରମ୍ଭ ହୋଇଛି । ଏଥିପାଇଁ ଆବେଦନକାରୀଙ୍କୁ ୫ ହଜାର ଟଙ୍କା ପଇଠ କରିବାକୁ ପଡୁଛି । ପଞ୍ଜିକରଣ ପ୍ରକ୍ରିୟା ଶେଷ... Read More
ପୁରୀ : କୋରୋନା ମହାମାରୀ ପାଇଁ ଦୁଇବର୍ଷ ବନ୍ଦ ରହିଥିବା ହବିଷିଆଳି ଯୋଜନା ପୁଣି ଆରମ୍ଭ ହେବାକୁ ଯାଉଛି । ଚଳିତବର୍ଷ ଶ୍ରୀକ୍ଷେତ୍ରରେ ରହି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି । ବ୍ରତ... Read More
ପୁରୀ : ଶ୍ରୀକ୍ଷେତ୍ରରେ ପ୍ରତିବର୍ଷ କାର୍ତ୍ତିକରେ ‘‘ରାଈଦାମୋଦର ବ୍ରତ’’ ପାଳନ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ବ୍ୟବସ୍ଥା କରାଯାଉଛି । କୋରୋନା କଟକଣା ଯୋଗୁଁ ଦୀର୍ଘ ଦୁଇବର୍ଷ ପରେ ପୁଣି ସ୍ଥାୟୀ ହବିଷ୍ୟାଳି... Read More
ଭୁବନେଶ୍ୱର : ଆଜିଠୁ ଯୁକ୍ତ୨ ପ୍ରଥମ ପର୍ଯ୍ୟାୟ ନାମଲେଖା । ୨୫ ତାରିଖ ଯାଏ ଏହି ନାମଲେଖା ପ୍ରକ୍ରିୟା ଜାରି ରହିବ । ପରେ ୨୭ ତାରିଖ ଭିତରେ ସ୍ଲାଇଡ୍ ଅପ୍ ଆବେଦନ କରିବେ... Read More

Categories