ନୀତିବାଣୀ ନୀତିବାଣୀ ନୀତିବାଣୀ December 14, 2021 ପ୍ରେମ ହେଉଛି ଏକମାତ୍ର ବାସ୍ତବତା ଏବଂ ଏହା କେବଳ ଭାବପ୍ରବଣତା ନୁହେଁ । ପ୍ରତ୍ୟେକ ସୃଷ୍ଟିର ମୂଳରେ ଏଇ ନିରାଟ ସତ୍ୟଟି ହିଁ ନିହିତ ଥାଏ । – ରବୀନ୍ଦ୍ରନାଥ ଠାକୁର... Read More
ନୀତିବାଣୀ ନୀତିବାଣୀ ନୀତିବାଣୀ September 15, 2021 ପାଖୁଡ଼ାଗୁଡ଼ିକୁ ଛିଣ୍ଡାଇ କୌଣସି ଫୁଲର ସୌନ୍ଦର୍ଯ୍ୟକୁ ଏକତ୍ରିତ କରାଯାଇ ପାରେ ନାହିଁ । – ରବୀନ୍ଦ୍ର ନାଥ ଠାକୁର... Read More
ନୀତିବାଣୀ ନୀତିବାଣୀ ନୀତିବାଣୀ September 3, 2021 ପ୍ରତିଟି ପଦକ୍ଷେପରେ ଆମେ ଅସୀମତାକୁ ଅତିକ୍ରମ କରୁ, ପ୍ରତି ମୁହୂର୍ତରେ ଆମେ ଶାଶ୍ୱତତାର ସମ୍ମୁଖୀନ ହେଉ । – ରବୀନ୍ଦ୍ର ନାଥ ଠାକୁର... Read More
ନୀତିବାଣୀ ନୀତିବାଣୀ ନୀତିବାଣୀ August 28, 2021 ପ୍ରେମ ଦ୍ୱାରା ମହିଳାଙ୍କ ସ୍ୱଭାବରେ ଏବଂ ଉଚ୍ଚାକାଂକ୍ଷା ଦ୍ୱାରା ପୁରୁଷଙ୍କ ସ୍ୱଭାବରେ ପରିବର୍ତନ ଅଣାଯାଇପାରେ । – ରବୀନ୍ଦ୍ର ନାଥ ଠାକୁର... Read More
ନୀତିବାଣୀ ନୀତିବାଣୀ ନୀତିବାଣୀ August 25, 2021 କୌଣସି ଶିଶୁକୁ ତୁମର ଶିକ୍ଷା ଭିତରେ ସୀମିତ କରି ରଖନାହିଁ, କାରଣ ସେ ତୁମ ସମୟରେ ନୁହେଁ, ଅନ୍ୟ ଏକ ସମୟରେ ଜନ୍ମଲାଭ କରିଛି । – ରବୀନ୍ଦ୍ର ନାଥ ଠାକୁର... Read More
ନୀତିବାଣୀ ନୀତିବାଣୀ ନୀତିବାଣୀ August 2, 2021 ବିପଦରୁ ରକ୍ଷା ପାଇବା ପାଇଁ ପ୍ରାର୍ଥନା କରନାହିଁ, ବରଂ ବିପଦକୁ ସମ୍ମୁଖୀନ ହେବା ନିମନ୍ତେ ନିର୍ଭୀକ ହେବାକୁ ପ୍ରାର୍ଥନା କର । – ରବୀନ୍ଦ୍ର ନାଥ ଠାକୁର... Read More
ନୀତିବାଣୀ ନୀତିବାଣୀ ନୀତିବାଣୀ July 21, 2021 ପ୍ରତିଟି ପଦକ୍ଷେପରେ ଆମେ ଅସୀମତାକୁ ଅତିକ୍ରମ କରୁ, ପ୍ରତି ମୁହୂର୍ତରେ ଆମେ ଶାଶ୍ୱତତାର ସମ୍ମୁଖୀନ ହେଉ । – ରବୀନ୍ଦ୍ର ନାଥ ଠାକୁର... Read More
ନୀତିବାଣୀ ଅନ୍ୟାନ୍ୟ ନୀତିବାଣୀ ନୀତିବାଣୀ July 8, 2021 ପ୍ରତିଟି ପଦକ୍ଷେପରେ ଆମେ ଅସୀମତାକୁ ଅତିକ୍ରମ କରୁ, ପ୍ରତି ମୁହୂର୍ତରେ ଆମେ ଶାଶ୍ୱତତାର ସମ୍ମୁଖୀନ ହେଉ । – ରବୀନ୍ଦ୍ର ନାଥ ଠାକୁର... Read More
ନୀତିବାଣୀ ନୀତିବାଣୀ ନୀତିବାଣୀ June 12, 2021 ପ୍ରେମ ଦ୍ୱାରା ମହିଳାଙ୍କ ସ୍ୱଭାବରେ ଏବଂ ଉଚ୍ଚାକାଂକ୍ଷା ଦ୍ୱାରା ପୁରୁଷଙ୍କ ସ୍ୱଭାବରେ ପରିବର୍ତନ ଅଣାଯାଇପାରେ । – ରବୀନ୍ଦ୍ର ନାଥ ଠାକୁର... Read More
ନୀତିବାଣୀ ନୀତିବାଣୀ ନୀତିବାଣୀ June 5, 2021 ବିପଦରୁ ରକ୍ଷା ପାଇବା ପାଇଁ ପ୍ରାର୍ଥନା କରନାହିଁ, ବରଂ ବିପଦକୁ ସମ୍ମୁଖୀନ ହେବା ନିମନ୍ତେ ନିର୍ଭୀକ ହେବାକୁ ପ୍ରାର୍ଥନା କର । – ରବୀନ୍ଦ୍ର ନାଥ ଠାକୁର... Read More