ହାଇକୋର୍ଟରେ ନିଯୁକ୍ତି ପାଇଲେ ୩୬ ସରକାରୀ ଓକିଲ ରାଜ୍ୟ ହାଇକୋର୍ଟରେ ନିଯୁକ୍ତି ପାଇଲେ ୩୬ ସରକାରୀ ଓକିଲ October 31, 2024 କଟକ : ରାଜ୍ୟ ସରକାର ଆଜି ୩୬ଜଣ ବରିଷ୍ଠ ଓକିଲଙ୍କୁ ଓଡ଼ିଶା ହାଇକୋର୍ଟରେ ସରକାରୀ ଓକିଲ ଭାବେ ନିଯୁକ୍ତି ଦେଇଛନ୍ତି । ଏମାନଙ୍କ ବ୍ୟତୀତ ଅନ୍ୟ ୪୭ଜଣଙ୍କୁ ହାଇକୋର୍ଟରେ ଷ୍ଟାଣ୍ଡିଂ କାଉନସେଲ ଭାବେ ମଧ୍ୟ... Read More