ଭୁବନେଶ୍ୱର : ରାଜ୍ୟରେ ବଢିଲା କରୋନା ପ୍ରକୋପ। ଫଳରେ ଓଡିଶାକୁ ପୁଣି ଥରେ ଫେରିଲା ନାଇଟ୍ କର୍ଫ୍ୟୁ। ରାତି ୯ଟାରୁ ସକାଳ ୫ଟା ଯାଏଁ ରାଜ୍ୟର ସମସ୍ତ ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ଲାଗୁ ହେବ।... Read More
New Guidline
ନୂଆଦିଲ୍ଲୀ : କରୋନା ରୋଗୀଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯିବାକୁ ନେଇ କେନ୍ଦ୍ର ସରକାର ନୂଆ ନିର୍ଦ୍ଦେଶାବଳି ଜାରି କରିଛନ୍ତି। ପୂର୍ବରୁ ଥିବା ନିର୍ଦ୍ଦେଶାବଳିରେ କେତେକ ଜରୁରୀ ପରିବର୍ତ୍ତନ କରାଯାଇଛି। ଏବେ ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି... Read More