ବ୍ରାହ୍ମଣୀ ବ୍ରିଜ୍ ତଳକୁ ଖସିଲା ଲୁହା ବୋଝେଇ ଟ୍ରେଲର : ଜଣେ ମୃତ, ଜଣେ ଗୁରୁତର ଢେଙ୍କାନାଳ ବ୍ରାହ୍ମଣୀ ବ୍ରିଜ୍ ତଳକୁ ଖସିଲା ଲୁହା ବୋଝେଇ ଟ୍ରେଲର : ଜଣେ ମୃତ, ଜଣେ ଗୁରୁତର February 19, 2022 କାମାକ୍ଷାନଗର : ଢେଙ୍କାନାଳ ଜିଲା କାମାକ୍ଷାନଗର ସ୍ଥିତ କମଗରା ବ୍ରାହ୍ମଣୀ ବ୍ରିଜ୍ ତଳକୁ ଖସିଲା ଲୁହା ବୋଝେଇ ଟ୍ରେଲର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ... Read More