Begin

ନୂଆଦିଲ୍ଲୀ :ଆଜିଠୁ ମୌସୁମୀର ଲେଉଟାଣି । ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସାରଣ ଆରମ୍ଭ ହୋଇଛି।ଚଳିତ ବର୍ଷ ୮ ଦିନ ବିଳମ୍ବରେ ଆରମ୍ଭ ହୋଇଛି ମୌସୁମୀ ଅପସାରଣ ପ୍ରକ୍ରିୟା । ଦକ୍ଷିଣ ପଶ୍ଚିମ ରାଜସ୍ଥାନର... Read More
ରାଜନଗର : ଆଜି ଠାରୁ ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀଙ୍କ ଗଣନା ଆରମ୍ଭ। ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ସକାଳ ୬ଟା ରୁ ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବ ଏହି... Read More
ପୁରୀ : ମହାପ୍ରଭୁଙ୍କର ୨୧ ଦିନ ବ୍ୟାପି ବାହାର ଚନ୍ଦନ ଯାତ୍ରା ଶେଷ ହେବାପରେ ଆରମ୍ଭ ହୋଇଛି ଭିତର ଚନ୍ଦନ । ଗତକାଲି ଜଳକ୍ରୀଡ଼ା ଏକାଦଶୀ ତିଥିରୁ ଏହା ପାଳନ କରାଯାଉଛି। ଭିତର ଚନ୍ଦନ... Read More
ଭୁବନେଶ୍ୱର : ରାଜ୍ୟରେ ଖୁବ୍ ଶୀଘ୍ର ଆରମ୍ଭ ହେବ ଓବିସି ଗଣନା। ଆସନ୍ତା ଏପ୍ରିଲ୍‌-ମେ’ ମାସରେ ଏହି ଗଣନା କାର୍ଯ୍ୟ ଆରମ୍ଭ ହୋଇ ଜୁଲାଇ ମାସ ସୁଦ୍ଧା ଏହି ପ୍ରକ୍ରିୟା ଶେଷ କରିବାକୁ ସରକାର... Read More
ମାଲକାନଗିରି : ଆଜି ଠାରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ କରୁଛି ନକ୍ସଲ ସଂଗଠନ । ଆନ୍ଧ୍ର-ଓଡ଼ିଶା ବର୍ଡ଼ର ଜୋନାଲ କମିଟି ମାଓ ସଂଗଠନ ପକ୍ଷରୁ ସହିଦ ସପ୍ତାହ ପାଳନ... Read More

Categories

You may have missed