ଚାରି ନିର୍ବୋଧ ଗଳ୍ପ ଚାରି ନିର୍ବୋଧ April 10, 2021 ବାଦ୍ଶାହ ଆକବର ଦିନେ ବଗିଚାରେ ସାନ୍ଧ୍ୟ ଭ୍ରମଣ କରୁଥିଲେ । ସାଙ୍ଗରେ ଥିଲେ ତାଙ୍କ ଚତୁର ମନ୍ତ୍ରୀ ବୀରବଲ୍ । ନିଜ ରାଜ୍ୟର ହାଲଚାଲ ବୁଝିବା ସହିତ ପଡୋଶୀ ରାଜ୍ୟଗୁଡିକର ଖବର ମଧ୍ୟ ବୁଝୁଥିଲେ... Read More