ଚାଳକ ବିହୀନ ଦ୍ରୁତଗାମୀ ଟାର୍ଗେଟ୍ ଏୟାରକ୍ରାଫ୍ଟ ‘ଅଭ୍ୟାସ’ର ସଫଳ ପରୀକ୍ଷଣ ବାଲେଶ୍ୱର ଚାଳକ ବିହୀନ ଦ୍ରୁତଗାମୀ ଟାର୍ଗେଟ୍ ଏୟାରକ୍ରାଫ୍ଟ ‘ଅଭ୍ୟାସ’ର ସଫଳ ପରୀକ୍ଷଣ October 22, 2021 ବାଲେଶ୍ୱର : ହାଇସ୍ପିଡ୍ ଏକ୍ସପେଣ୍ଡେବଲ୍ ଏରିୟଲ୍ ଟାର୍ଗେଟ (ହିଟ୍) ବା ‘ଅଭ୍ୟାସ’ର ପରୀକ୍ଷଣ ସଫଳ ହୋଇଛି । ବାଲେଶ୍ୱର ଜିଲା ଚାନ୍ଦିପୁର ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ (ଆଇଟିଆର)ରୁ ଶୁକ୍ରବାର ଏହି ଉତ୍କ୍ଷେପଣ କରିଛି ପ୍ରତିରକ୍ଷା... Read More