ପ୍ରତିଦିନ ସକାଳେ ଉଠିବା ମାତ୍ରେ କୁହନ୍ତୁ ଏହି ମନ୍ତ୍ର ! ଜୀବନରେ ଭରିଯିବ ସୁଖ ଓ ସମୃଦ୍ଧି, ଦୂର ହେବ ଆର୍ଥିକ ସଙ୍କଟ
ସକାଳୁ ମନ୍ତ୍ର ଜାପ କରିବା ଦ୍ୱାରା ସାକ୍ଷାତ ଆପଣଙ୍କ ଘରୁ ଦରିଦ୍ରତା ଦୂର କରିବ ବୋଲି ମାନାଯାଏ କାରଣ ଯେଉଁ ଘରେ ସକାଳୁ ଶୁଭ ହୋଇଥାଏ । ସେହି ବ୍ୟକ୍ତିମାନଙ୍କ ପାଖକୁ ଦୁଃଖ ଦରିଦ୍ରତା ଆସିନଥାଏ । ଘରୁ ମଧ୍ୟ ସବୁ ବାଧା ବିଘ୍ନକୁ ଦୂର କରିବା ପାଇଁ ଶକ୍ତି ମିଳିଥାଏ କାରଣ ଆଜିକାଲିର ସମୟରେ ସମସ୍ତଙ୍କୁ କିଛି ନା କିଛି ମାନସିକ ଚିନ୍ତା ପଡ଼ିଥାଏ ଏହା ଯୋଗୁଁ ବ୍ୟକ୍ତିର ଆର୍ଥିକ ଅସୁବିଧା ଦେଖାଯାଇଥାଏ । ଯଦି ପରିବାର କୈାଣସି ସଦସ୍ୟ ଏହାକୁ କରେ ତେବେ ସମସ୍ତଙ୍କୁ ଏହାର ଫଳ ପ୍ରାପ୍ତ ହୋଇଥାଏ । ଆମର ଶାସ୍ତ୍ରରେ ଏହି ପରି ମନ୍ତ୍ର ଲେଖା ହୋଇଛି ଯେ ଯଦି ଏହାକୁ ଜାପ କରନ୍ତି ତେବେ ଘରେ କେବେବି ଦରିଦ୍ରତା ଆସିନଥାଏ ।
ଏହି ମନ୍ତ୍ର ଜାପ କରିବା ଦ୍ୱାରା ଆମର ଜ୍ଞାନେନ୍ଦ୍ର ଓ ମାଂସପେଶୀ ଖୋଲି ଯାଇଥାଏ ଏବଂ ଗୋଟିଏ ପ୍ରକାରର ସକରାତ୍ମକ ଚିନ୍ତାଧାରା ଆସିଥାଏ । ଦେବଙ୍କ ଦେବ ମହାଦେବଙ୍କ ଭିତରେ ଏତେ ଶକ୍ତି ଥାଏ ଯେ ସିଏ ଆମର ଟିକେ ପ୍ରାର୍ଥନାରେ ହିଁ ସବୁ ଇଚ୍ଛା ପୂରଣ କରିଥାନ୍ତି । ତେଣୁ ଆଜି ଆମେ ଜାଣିବା ସେ କେଉଁ ମନ୍ତ୍ର ଜାପ କରିବା ଦ୍ୱାରା ଆପଣଙ୍କ କାର୍ଯ୍ୟ ହୋଇଯିବ ଏବଂ ଆପଣଙ୍କ ଜୀବନ ସରଳ ହୋଇଯିବ କାରଣ ଏହି ମନ୍ତ୍ର ମାଧ୍ୟମରେ ଆପଣଙ୍କ ଜୀବନର ସବୁ ଶକ୍ତିକୁ ଆପଣ ଆପଣଙ୍କ ଜୀବନରେ ଦେଖିବାକୁ ପାଇବେ । ସର୍ବ ପ୍ରଥମ ଯଦି କୈାଣସି ମନ୍ତ୍ର ଥାଏ ତେବେ ଭୋଳା ଶଙ୍କରଙ୍କ ଅବତାର ହନୁମାନଙ୍କ ମନ୍ତ୍ର ଜାପ କରିବା ଉଚିତ । କାରଣ କଳିଯୁଗରେ ସବୁଠାରୁ ଶକ୍ତିମାନ ଓ ଧରାପୃଷ୍ଠରେ ରହିଥିବା ଭଗବାନ ହେଉଛନ୍ତି ଭଗବାନ ହନୁମାନ ।
ଆପଣ ସକାଳୁ ଉଠି ଆପଣଙ୍କ ମୁହଁକୁ ଉତ୍ତର ଦିଗକୁ କରି ବସିଯାନ୍ତୁ ହନୁମାନ ଚାଳିଶାକୁ ଗୋଟିଏ ଥର ଜାପ କରନ୍ତୁ । ଯଦି ସକାଳୁ ଉଠି ଆପଣ ହନୁମାନ ଚାଳିଶାକୁ ଗୋଟିଏ ଥର ଜାପ କରିଦେଲେ ତେବେ ଆପଣଙ୍କର କୈାଣସି ଦୁଃଖ ସମସ୍ୟା ରହିବ ନାହିଁ । କୈାଣସି ନା କୈାଣସି ରୂପେ ଭଗବାନ ଆପଣଙ୍କ ପାଖକୁ ଆସିବେ ଏବଂ ଆପଣଙ୍କ ସଂକଟକୁ ଦୂର କରିବେ । ଯଦି ଆପଣ ସବୁବେଳେ ହନୁମାନ ଚାଳିଶାକୁ ଜାପ କରିବେ ତେବେ ଆପଣଙ୍କର କେହି ଅନିଷ୍ଟ ଚିନ୍ତା କରିପାରିବେ ନାହିଁ । ଏହାର ପରିଣାମ ତାକୁ ଭୋଗିବାକୁ ପଡ଼ିବ । ଆପଣ ସବୁ କାର୍ଯ୍ୟରେ ବିଜୟ ପ୍ରାପ୍ତ କରିବେ । ଏବେ ଆସନ୍ତୁ ଯେ ଭୋଳା ନାଥଙ୍କ କେଉଁ ମନ୍ତ୍ର ଜାପ କରିବା ଦ୍ୱାରା ଆପଣଙ୍କର ସବୁ କାର୍ଯ୍ୟରେ ସୁଫଳ ମିଳିଥାଏ । (ଓଃ ନମ୍ଃ ଶିବାୟ ) ଏକ ଛୋଟ ମନ୍ତ୍ରଟେ ଓଃ ନମ୍ଃ ଶିବାୟ ଆପଣଙ୍କୁ ତିନୋଟି ପଦ ଲାଗୁଥାଏ କିନ୍ତୁ ଏହା ଭିତରେ ବ୍ରହ୍ମା ବିଷ୍ଣୁ ମହେଶ୍ୱର ତିନି ଜଣଙ୍କ ଶକ୍ତି କ୍ଷମତା ରହିଛି ।
ଆପଣ ସକାଳୁ ଉଠି ଏହି ମନ୍ତ୍ର ଜାପ କରିବା ଦ୍ୱାରା ଆପଣଙ୍କ ପାଖରେ ଥିବା ସବୁ ଅନିଷ୍ଟ ଶକ୍ତି ଦୂର ହୋଇଥାଏ , ଆପଣ ଚାହୁଁଥିଲେ ଶିବଙ୍କ ଅନ୍ୟ କୌଣସି ମନ୍ତ୍ର ମଧ୍ୟ ଜାପ କରି ପାରିବେ । ଏହି ମନ୍ତ୍ର ମହାମୃତ୍ୟୁଞ୍ଜୟ ମନ୍ତ୍ର ଅଟେ । ଏହି ମନ୍ତ୍ର ଜାପ କରିବା ଦ୍ୱାରା ଆପଣଙ୍କ ଜୀବନରେ କୈାଣସି ସମସ୍ୟା ରହିବ ନାହିଁ । ଆପଣଙ୍କ ସବୁ ପାପ ଧୋଇ ହୋଇଯାଏ । ଆପଣମାନେ ଯାହା ଚାହିଁଵେ ତାହା ପାଇବେ ଓ ଯାହା ଚାହିଁବେ ତାହା ହେବ ଆପଣଙ୍କୁ ଏହି ମନ୍ତ୍ର ଜାପ କରିବାକୁ ପଡ଼ିବ । ମନ୍ତ୍ର ହେଲା ମହା ମୃତ୍ୟୁଞ୍ଜୟ ମନ୍ତ୍ର । ଏହା ଜାପ କରିବା ଦ୍ୱାରା ଆପଣଙ୍କ ପାଖରେ ଥିବା ସବୁ ଅନିଷ୍ଟ ଚିନ୍ତା ଦୂର ହୋଇଥାଏ ଓ ଧନ ପ୍ରାପ୍ତ ହୋଇଥାଏ ।