ସକାଳୁ ଉଠିବା ମାତ୍ରେ କହି ଦିଅନ୍ତୁ କେବଳ ଏହି ତିନୋଟି ଶବ୍ଦ ! ସବୁଦିନ ପାଇଁ ଦୁରେଇ ଯିବ ଧନର ଅଭାବ
ସମୟ ସମୟରେ ଏପରି ସମସ୍ୟା ଜୀବନରେ ଆସିଥାଏ ଯେତେବେଳେ ମନୁଷ୍ୟ କଣ କରିବ କିଛି ବୁଝି ପାରେ ନାହିଁ । ସକାଳୁ ଉଠିବା ଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ ସବୁବେଳେ ନକରାତ୍ମକ ଚିନ୍ତାଧାରା ଆସିଥାଏ । ଚତୁଃପାଶ୍ୱର୍ରେ ନକରାତ୍ମକତା ଦେଖା ଦେଇଥାଏ । ଅନେକ ପରିଶ୍ରମ କରିବା ସତ୍ତ୍ୱେବି ପରିବାର ସଦସ୍ୟଙ୍କ ଆବଶ୍ୟକତାକୁ ପୂରଣ କରି ପାରି ନଥାଏ । ସେତେବେଳେ ସେ କଣ କରିବ କିଛି ବୁଝି ପାରିନଥାଏ ଏବଂ ଭାଙ୍ଗି ପଡ଼ିଥାଏ । ତେଣୁ ଆଜିକାର ଏହି ଲେଖାରେ ଆମେ କେବଳ ତିନୋଟି ଶବ୍ଦ ବିଷୟରେ କହିବୁ ଯାହାକୁ ଆପଣଙ୍କୁ ବିନା ପୂଜା ପାଠରେ କେବଳ ସକାଳୁ ଉଠି କହିବାକୁ ପଡ଼ିବ।
ଏହାଦ୍ବାରା ଆପଣଙ୍କ ଜୀବନର ସବୁ ସମସ୍ୟା ଦୂର ହେବା ସହିତ ନକରାତ୍ମକତା ମଧ୍ୟ ଦୂରେଇ ଯିବ ।ଏହି ବିଷୟରେ ଭଗବାନ ଶିବ ମାତା ପାର୍ବତୀଙ୍କୁ କହିଛନ୍ତି । ସେହି ତିନୋଟି ଶବ୍ଦ ଦ୍ୱାରା ଜୀବନର ସବୁ ସମସ୍ୟା ଦୂରେଇ ଯିବ । ସେହି ମନ୍ତ୍ରକୁ ଉଚ୍ଚାରଣ କରିବା ମାତ୍ରେ ମହାଦେବ ସେହି ବ୍ୟକ୍ତିର ସମସ୍ତ ମନସ୍କାମନା ପୂରଣ କରିଥାନ୍ତି । ଏହାବ୍ୟତୀତ ମନୁଷ୍ୟକୁ ସମସ୍ୟା ସହିତ ଲଢ଼ିବାକୁ ସାହସ ଏବଂ ସାମ୍ୟର୍ଥ ମଧ୍ୟ ମିଳିଥାଏ । କେବଳ ଭକ୍ତିପୂର୍ଣ୍ଣ ଭାବରେ ଏହି କିଛି ଶବ୍ଦ କହିବାର ଅଛି । ଯାହାଦ୍ୱାରା ମହାଦେବ ଆପଣଙ୍କର ସବୁ ମନସ୍କାମନା ପୂରଣ କରିବେ ।
ଏହି ଶବ୍ଦ କହିବା ଦ୍ୱାରା ବିନା ପୂଜାପାଠରେ ମଧ୍ୟ ଫଳ ମିଳିଥାଏ । ଆପଣ ପୁରୁଷ ହୁଅନ୍ତୁ କିମ୍ବା ମହିଳା ହୁଅନ୍ତୁ କିମ୍ବା କୌଣସି ବିଦ୍ୟାର୍ଥୀ ହୁଅନ୍ତୁ ଏହି ଉପାୟକୁ କରି ପାରିବେ । ଏହି ମନ୍ତ୍ରର ଜପ ଦ୍ୱାରା ଆପଣ ମାନସିକ ରୂପରେ ମଧ୍ୟ ଦୃଢ଼ ହୋଇଯିବେ । ବିଦ୍ୟାର୍ଥୀ ମାନଙ୍କ ପରୀକ୍ଷାରେ ପରିଣାମ ମଧ୍ୟ ଭଲ ଆସିଥାଏ ଏବଂ ପାଠ ପଢ଼ାରେ ଉନ୍ନତି ଦେଖା ଦେଇଥାଏ । ଯଦି ମହାଦେବଙ୍କୁ ପ୍ରସନ୍ନ କରିବାକୁ ଚାହୁଁଛନ୍ତି ତେବେ ଖାସ ସଫାସୁତୁରା ପ୍ରତି ଧ୍ୟାନ ଦେବା ଉଚିତ । ସକାଳୁ ଜଲଦି ଉଠି ସ୍ନାନ କରି ପରିଷ୍କାର ପୋଷାକ ପିନ୍ଧି ଏହି ଉପାୟ କରି ନିଅନ୍ତୁ । ଯଦି ନବ ବିବାହିତା ମହିଳା ପ୍ରତିଦିନ ସକାଳୁ ଏହି ତିନୋଟି ଶବ୍ଦ ଆସ୍ଥାର ସହିତ କହେ ତେବେ ସେ ଭାଗ୍ୟଶାଳୀ ହୋଇଯାଏ ।
ନବ ବିବାହିତ ମହିଳାଙ୍କୁ ଉତ୍ତମ ସନ୍ତାନ ପ୍ରାପ୍ତି ହୋଇଥାଏ । ବୈବାହିକ ଜୀବନ ଖୁସିମୟ ହୋଇଥାଏ । ଏହି ଶବ୍ଦ ଦ୍ୱାରା ସର୍ବଦା ପ୍ରଗତି ହେବ , ଦୀର୍ଘାୟୁ ହେବେ ଏବଂ ସ୍ୱାସ୍ଥ୍ୟ ମଧ୍ୟ ଉତ୍ତମ ରହିବ । ଯଦି ବ୍ୟାପାରରେ କ୍ଷତି ହେଉଛି ତେବେ ବ୍ୟକ୍ତିକୁ ପ୍ରତ୍ୟେକ ଦିନ ସକାଳୁ ଏହି ତିନୋଟି ଶବ୍ଦ ଜପ କରିବା ଉଚିତ । ଏହାଦ୍ବାରା ବ୍ୟବସାୟରେ ଉନ୍ନତି ହେବ । ସକାଳୁ ଉଠି ସର୍ବପ୍ରଥମେ ନିଜ ଇଷ୍ଟ ଦେବଙ୍କ ନାମ ଜପ କରିବା ଉଚିତ । କେବଳ ଆପଣଙ୍କୁ ସେହି ତିନୋଟି ଶବ୍ଦର ଭଲଭାବରେ ଜପ କରିବାକୁ ପଡ଼ିବ । ତେବେ ସେହି ତିନୋଟି ଶବ୍ଦ ହେଉଛି ” ଓଁ ଜୁଙ୍ଗ ସ ” । କେବଳ ଏହି ତିନୋଟି ଶବ୍ଦ ଜପ କରିବା ଦ୍ୱାରା ଜୀବନର ସବୁ ସମସ୍ୟା ଦୂରେଇ ଯାଏ ।