ଆଜି ସନ୍ଧ୍ୟାରେ ବୈଶ୍ୱିକ କାର୍ଯ୍ୟକ୍ରମ ଲାଇଫ୍ ମୁଭ୍ମେଂଟର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ସନ୍ଧ୍ୟା ୬ଟା ସମୟରେ ଭିଡିଓ କନଫୋରେନସ୍ ଜରିଆରେ ଲାଇଫ୍ ଷ୍ଟାଇଲ ଫର ଦ ଏନଭରମେଂଟ ମୁଭମେଂଟ ନାମକ ଏକ ବୈଶ୍ୱିକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ।
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଅନୁସାରେ ଏହା ଆରମ୍ଭ ହେଲେ ଦୁନିଆସାରା ସବୁ ଲୋକଙ୍କ ସମ୍ପୁର୍ଣ ଓ ସଂଗଠନର କାର୍ଯ୍ୟକ୍ରମ ପ୍ରତି ଜାଗ୍ରତ ଜୀବନ ଶୈଳୀ ଅତିବାହିତ କରିବା ପାଇଁ ପ୍ରଭାବିତ କରିବ । ବିଶ୍ୱବିଦ୍ୟାଳୟ ଏବଂ ଅନୁସନ୍ଧାନ ସସ୍ଥା ଆଦି ବିଚାରଧାରାକୁ ଆମନ୍ତଣ କରିବାକୁ ଲାଇଫ୍ ଗ୍ଲୋବାଲ କଲ ଫର ପେପର୍ସ ର ଆରମ୍ଭ ହେବ । ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ମୁଖ୍ୟ ଭାଷଣ ମଧ୍ୟ ଦେବେ ।