ନୂଆଦିଲ୍ଲୀ : ଲୋକସଭାର କାର୍ଯ୍ୟବାହି ବୁଧବାର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ସେହିପରି ରାଜ୍ୟସଭାର କାର୍ଯ୍ୟବାହି ଅପରାହ୍ନ ୨ଟା ପର୍ଯ୍ୟନ୍ତ ସ୍ଥଗିତ ରହିଛି । ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ବିରୋଧୀଙ୍କୁ ପରାମର୍ଶ ଦେଇଛନ୍ତି ଯେ, ସେମାନଙ୍କର ବ୍ୟବହାର ଗୃହର ମର୍ଯ୍ୟାଦା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧର ଅନୁରୂପ ନାହିଁ ।
Post Views: 55,781