ଜେଲି ଫିସ ଆତଙ୍କ! ପୁରୀ ସମୁଦ୍ରରେ ଗାଧୋଇବାକୁ ଚାହୁଁଥିଲେ ହୋଇ ଯାଆନ୍ତୁ ସାବଧାନ
ପୁରୀ ଶ୍ରୀ ଜଗନ୍ନାଥଙ୍କ ଧାମ ବିଷୟରେ ଶୁଣିଥିବେ । ଆଉ କିଛି ଲୋକ ଏହାକୁ ଦେଖିଥିବେ ମଧ୍ୟ । ଆଉ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ମଧ୍ୟ କରିଥିବେ । ଆଉ ସମସ୍ତେ ଦର୍ଶନ କରି ବହୁତ ଖୁସି ମଧ୍ୟ ହୋଇଥାନ୍ତି । ଆଉ ପୁରୀ ଜଗନ୍ନାଥ ମନ୍ଦିର ଗଲା ମାତ୍ରକେ ସମସ୍ତେ ଚାହାଁନ୍ତି ଆମେ ଟିକେ ସମୁଦ୍ରରେ ଗାଧୋଇବୁ । ଆଉ ଏହି ସମୁଦ୍ରରେ ଗାଧୋଇବାକୁ ସମସ୍ତଙ୍କୁ ଭଲ ଲାଗିଥାଏ । ଆଉ ସମସ୍ତେ ବହୁତ ଖୁସି ହୋଇଥାନ୍ତି ।
ଆଉ ଏହି ସମୁଦ୍ର ପାଣିରେ ଗାଧୋଇଲେ ବହୁତ ଆନନ୍ଦ ଆଉ ଲୋକମାନେ ବହୁତ ମଜା ମଧ୍ୟ କରିଥାନ୍ତି । ଏହି ପାଣି ବହୁତ ସୁନ୍ଦର ଦିଶୁଥାଏ । ଯାହାକୁ ଦେଖିଲେ ଲୋକମାନେ ଖୁସି ହୋଇ ଯାଇଥାନ୍ତି । ଆଉ ଏହି ସମୁଦ୍ରର ପାଣି ଲୁଣିଆ ହେଲେ ବି ଏହାର ପାଣି ଏତେ ସୁନ୍ଦର ଦିଶୁଥାଏ ଯେ ଏହି ପାଣିରେ ଗାଧୋଇବା ପାଇଁ ସମସ୍ତେ ଆକର୍ଷିତ ହୋଇଯାଆନ୍ତି । ଆଉ ଏହି ସମୁଦ୍ରର ଲହରୀ ଦେଖିଲେ ଆହୁରି ଅଧିକ ଖୁସି ଲାଗିଥାଏ ।
ଆଉ ଏବେ ଏବେ ଏହି ସମୁଦ୍ରକୁ ନେଇ ଆସିଛି ଏକ ବଡ ଖବର । ଏହି ସମୁଦ୍ରରେ ଯଦି ଆପଣ ଗାଧୋଉଛନ୍ତି ତାହେଲେ ହୋଇଯାନ୍ତୁ ସାବଧାନ । କାରଣ ଏହି ସମୁଦ୍ରରେ ଜେଲି ଫିସ ଆସିଛି ଆଉ ଏହାର ଲାଳ ଦେହରେ ଲାଗିଲେ ପୋଡ଼ା ଜଳା ହେଉଛି । ଆଉ ଏହି ଜେଲି ଫିସ ବହୁତ ମାତ୍ରାରେ ବୁଲୁଛି । ଆଉ ଏହା ମଧ୍ୟ କିଛି ଲୋକଙ୍କୁ ଆକ୍ରାନ୍ତ କଲାଣି । ଆଉ ଆପଣ ଯଦି ଏହି ସମୁଦ୍ରରେ ଗାଧୋଇବାକୁ ଯାଉଛନ୍ତି ତାହେଲେ ସାବଧାନ ହୋଇ ଯାଆନ୍ତୁ ।
ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।
ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।