ଆତଙ୍କବାଦୀ ମକ୍କି ତାଲିକାଭୁକ୍ତ କରିବାକୁ ସୁରକ୍ଷା ପରିଷଦର ନିଷ୍ପତିକୁ ଭାରତ ସ୍ୱାଗତ କଲା
ନୂଆଦିଲ୍ଲୀ : ଜାତିସଂଘ ସୁରକ୍ଷା ପରିଷଦ ଆଇଏସଆଇଏଲ ଏବଂ ଅଲକାଏଦା ସମ୍ପର୍କିତ ପ୍ରତିବନ୍ଧ କମିଟି ଲସ୍କର ଇ ତୋଇବା (ଏଲଟିଇ) ଆତଙ୍କବାଦୀ ଅବଦୁଲ ରେହମାନ ମକ୍କି ତାଲିକାଭୁକ୍ତ କରିବାକୁ ଭାରତ ସ୍ୱାଗତ କରିଛି । ଏହି ଅଂଚଳରେ ଆତଙ୍କବାଦ ବିରୋଧରେ ଚାଲିଥିବା ସଂଗ୍ରାମକୁ ମଜବୁତ କରି ବୋଲି ଭାରତ କହିଛି । ମକ୍କି ଲସ୍କର ନେତା ହାଫିସ ସଇଦଙ୍କ ଶଳା ଏବଂ ଆତଙ୍କବାଦୀ ସଂଗଠନ ପାଇଁ ପାଣ୍ଠି ସଂଗ୍ରହ କରୁଥିଲା ।