ନୂଆଦିଲ୍ଲୀ : ଉତର ଭାରତରେ କେତେକ ସହରର ତାପମାତ୍ରା ଶୂନ ଠାରୁ ତଳେ ରହିଛି । ଜାତୀୟ ରାଜଧାନୀ ଦିଲ୍ଲୀରେ ତାପମାତ୍ରାରେ କିଛିଟା ଆଶ୍ୱସ୍ତି ମିଳିଛି । ହିମାଚଳ ପ୍ରଦେଶର ଶିମଳାରେ ବରଫ ବର୍ଷା ଯୋଗୁଁ ପଡ଼ୋଶୀ ରାଜ୍ୟରେ ଥଣ୍ଡା ପବନ ବହିବାରେ ଲାଗିଛି । ଭାରତୀୟ ପାଣିପାଗ ବିଭାଗର ଜଣେ ଅଧିକାରୀ ମଙ୍ଗଳବାର ଦିନ ଏହି ସୂଚନା ଦେଇଛନ୍ତି ।
Post Views: 32,693