ପପୁ : ସାର ମୋତେ ବିଜୁଳି ଅଫିସବାଲା ଫୋନରେ ଜୀବନରୁ ମାରି ଦେବା ପାଇଁ ଧମକ ଦେଉଛନ୍ତି। ଆପଣ କିଛି ଗୋଟେ କରି ମୋତେ ରକ୍ଷା କରନ୍ତୁ।
ପୁଲିସ : କିଏ ଦେଉଛି ଧମକ ?
ପପୁ: ବିଜୁଳି ଅଫିସବାଲା…
ଆହୁରି ପଢ଼ନ୍ତୁ
ପୁଲିସ : ଧମକରେ କ’ଣ କହୁଛନ୍ତି ?
ପପୁ : କହୁଛନ୍ତି ବିଜୁଳି ବିଲ ନଦେଲେ କାଟି ଦେବୁ!!!!
Post Views: 3,592