ସାରସକଣା ଡାକ୍ତରଡାକ୍ତରଖାନା ପରିସରରେ ଅଗ୍ନିକାଣ୍ଡ
ରାଇରଙ୍ଗପୁର : ମେଡିକାଲ୍ ପରିସରରେ ଲାଗିଲା ନିଆଁ ନିଆକୁ ଆୟତ୍ତ କରିବାରେ ନାକେଦମ ହେବାକୁ ପଡିଥିଲା ଅଗ୍ନିଶମ ବିଭାଗକୁ ତେବେ ନିଆଁର ପ୍ରଖର ଏତେ ମାତ୍ରା ଥିଲାଯେ ବଜାର ଧୁଆଁ ମୟ ହୋଇଯାଇଥିଲା । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ସାରସକଣା ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ । ତେବେ ମେଡିକାଲଟି ଅଳିଆ ଆବର୍ଜନାରେ ବର୍ଷ ବର୍ଷ ଧରି ଭରି ରହିଥିବା ବେଳେ କେହି ଜଣେ ଦୁର୍ବୁତ୍ୱ ନିଆଁ ଲଗେଇ ଦେଇଥିବା ଅନୁମାନ କରାଯାଏ । ରାଜ୍ୟରେ ୪୨ ଡିଗ୍ରୀ ତାତି ସାଙ୍ଗକୁ ନିଆଁର ତାତି ରେ ସାରସ କଣା ଅଗ୍ନିଶମ ଅଧିକାରୀ ଙ୍କୁ ନିଆଁ କୁ ଆୟତ୍ୱ କରିବାକୁ ନାକେଦମ ହେବାକୁ ପଡିଥିଲା । ତେବେ କୌଣସି କ୍ଷତି ହୋଇନାହି ।