ଦୁର୍ଗା ପୂଜା ସମ୍ବାଦ

ଭୁବନେଶ୍ୱର : ଚଳିତବର୍ଷ ଶାରଦୀୟ ଦୁର୍ଗାପୂଜାକୁ ଫିକା କରିଦେଲା ବର୍ଷା । ଗତ ୨ବର୍ଷ ହେଲା କରୋନା କଟକଣା ପାଇଁ ଫିକା ପଡ଼ିଥିଲା ଶାରଦୀୟ ଦୁର୍ଗା ପୂଜା। ଏଥର କିନ୍ତୁ କଟକଣାମୁକ୍ତ ପୂଜା ପାଇଁ... Read More
ଆରମ୍ଭ ହୋଇଛି ନବରାତ୍ରୀ । ମାଆଙ୍କୁ ଆରାଧନା ପାଇଁ ଚାଲିଛି ଘରେ ଘରେ ଆରାଧନା । ନବରାତ୍ରୀରେ ନଅ ଦିନରେ ମାଆ ଦୁର୍ଗାଙ୍କୁ ଭିନ୍ନ ଭିନ୍ନ ରୂପରେ ପୂଜା କରାଯାଏ। ବ୍ରତଧାରୀମାନେ ଉପବାସ ରଖି... Read More
ଶାରଦୀୟ ନବରାତ୍ରୀର ଶେଷ ଦିନରେ ମା’ ଦୁର୍ଗାଙ୍କୁ ସିଦ୍ଧିଦାତ୍ରୀ ରୂପରେ ପୂଜା କରାଯାଏ । ମା’ ଲକ୍ଷ୍ମୀଙ୍କ ଭଳି ସିଦ୍ଧିଦାତ୍ରୀ କମଳ ଉପରେ ବିରାଜମାନ କରନ୍ତି। ମା’ ସିଦ୍ଧିଦାତ୍ରୀଙ୍କ ଚାରି ହସ୍ତ। ମା’ ହସ୍ତରେ... Read More
ବାଲେଶ୍ୱର : ବାଲେଶ୍ୱର ସ୍ଥାନୀୟ ଗାନ୍ଧି ସ୍ମୃତି ଭବନ ପ୍ରେକ୍ଷାଳୟରେ ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଦୁର୍ଗାପୂଜା ଚଳିତବର୍ଷ କିପରି ଶାନ୍ତିଶୃଙ୍ଖଳାର ସହ ପାଳିତ ହେବ ଏହା ଉପରେ ପ୍ରଶାସନ ଓ... Read More
ଦୁର୍ଗାପୂଜାର ଆଜି ଷୋଡଶ ଦିନାତ୍ମକ ପୂଜାରମ୍ଭ ପୁରୀ : ୧୬ ଦିନ ଗଣତି ହୋଇ ଆଶ୍ୱିନ କୃଷ୍ଣ ସପ୍ତମୀ କିମ୍ବା ଅଷ୍ଟମୀ ଦିନଠାରୁ ବିମଳା ଠାକୁରାଣୀଙ୍କ ପୂଜା ଆରମ୍ଭ ହୁଏ । ତିଥି ବୃଦ୍ଧି... Read More
ମହାମାୟୀ ଦୁର୍ଗା ସମଗ୍ର ଦେବକୁଳର ସର୍ବୋତ୍ତମ ଅସ୍ତ୍ରଗୁଡିକର ଅଧିକାଅରିଣୀ । ସେ ମଧ୍ୟ ସେସବୁ ଅସ୍ତ୍ରର ପ୍ରୟୋଗକାରିଣୀ । ପଶୁରାଜ ସିଂହ ଦୁର୍ଗାଙ୍କ ବାହାନ । ତାଙ୍କ ଅଙ୍ଗଭୂଷଣ ତଥା ଅଙ୍ଗରକ୍ଷୀ ଭାବେ କାର୍ଯ୍ୟ... Read More
ମା’ ରୁଦ୍ର ଓ ବରୁଣଙ୍କ ସଙ୍ଗେ ବିଚରଣ କରେ । ସେ ଆଦିତ୍ୟ ଓ ଦେବଗଣଙ୍କ ସହିତ ରହିଥାନ୍ତି । ସେ ମିତ୍ର, ବରୁଣ, ଇନ୍ଦ୍ର, ଅଗ୍ନି ଓ ଅଶ୍ଵିନୀ କୁମାର ଦ୍ଵୟଙ୍କୁ ଧାରଣ... Read More
ପୁରାଣ ମତେ ଦୁର୍ଗ ରାକ୍ଷସ ବ୍ରହ୍ମାଙ୍କଠାରୁ ବରପ୍ରାପ୍ତ ହୋଇ ଭୀଷଣ ଶକ୍ତିଶାଳୀ ଓ ଅତ୍ୟାଚାରୀ ହୋଇ ଉଠିଲା । ସେ ତ୍ରିଲୋକ ଜିଣିବା ପରେ ଦେବଲୋକ ଯାଇ ଦେବରାଜ ଇନ୍ଦ୍ରଙ୍କୁ ଭୟ ଦେଖାଇଲା। ଦେବଗଣ... Read More
ଆଉ କେଇଟା ଦିନ ପରେ ଧରାବତରଣ କରିବେ ମା’ ଦୁର୍ଗା। ସମସ୍ତେ ଅନେଇ ବସିଛନ୍ତି ସେହି ସମୟକୁ। ଦୁର୍ଗା ପୂଜା ଆଶ୍ୱିନ ମାସରେ ହିନ୍ଦୁମାନେ ପାଳନ କରୁଥିବା ଏକ ଉତ୍ସବ । ଏହା ଅସତ୍ୟ... Read More

Categories