ବିର୍ସାମୁଣ୍ଡା ୟୁଥ କ୍ଲବ ପକ୍ଷରୁ ଦୁଇ ଦିନିଆ ଫୁଟବଲ ଟୁର୍ଣ୍ଣୋମଣ୍ଟ ଉଦ୍ଯାପିତ : ଜେଏମ୍ବିସି ଚମ୍ପିଆନ
ନୀଳଗିରି : ନୀଳଗିରି ବ୍ଲକ ଅନ୍ତଗର୍ତ ଭଉଁରୀୟାବାଡ଼ ପଞ୍ଚାୟତେର ଥିବା ବଣଭୁଇଁ ପଡ଼ିଅୋର ବିର୍ସାମୁଣ୍ଡା ୟୁଥ କ୍ଲବ ପକ୍ଷରୁ ଦୁଇ ଦିନିଆ ଫୁଟବଲ ଟୁର୍ଣ୍ଣୋମଣ୍ଟ ଉଦ୍ଯାପିତ ହୋଇଯାଇଛି । ପ୍ରଥମ ଦିନ ହାତିମୁଣ୍ଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ମଲ୍ଲିକ ଉପସ୍ଥିତ ରହି ଖେଳକୁ ଉଦ୍ଘାଟନ କରିଥିଲେ । ଶେଷ ଦିନ ତଥା ଶନିବାର ଦିନ ଉଦ୍ଯାପନୀ ଉତ୍ସବେର ମୁଖ୍ୟ ଅତିଥି ଭୋବ ଢେଙ୍କାନାଳର ଜିଲାପାଳ ତଥା ନୀଳଗିରି ମାଟିର ସନ୍ତାନ ସେରାଜ କୁମାର ସେଠୀ ଯୋଗେଦଇ ଖେଳାଳୀମୋନ ଖେଳୁଆଡ଼ ମେନାଭାବ ରଖି ଖେଳ ଖେଳେିଲ ଭବିଷ୍ୟତେର ଦେିନ ନା ଦେିନ ଜିଲା ଓ ରାଜ୍ୟ ବାହୋର ଖେଳ ଖେଳି ନିଜ ନାମ ଅଜର୍ନ କରିପାରେିବ ବୋଲି ମତପ୍ରକାଶ କରିଥିଲେ । ସମ୍ମାନୀୟ ଅତିଥି ଭୋବ ଅନ୍ତର୍ଯାମୀ ବାଗୁଡ଼ାଇ, ମେନାରଞ୍ଜନ ବେହେରା, ଅଞ୍ଜଳି ସେଠୀ, ପ୍ରତିମା ମଲ୍ଲିକ ପ୍ରମୁଖ ମଞ୍ଚାସୀନ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିବା ସହିତ ନିଜ ନିଜର ବକ୍ତବ୍ୟ ପ୍ରକାଶ କରିଥିଲେ ।
ଟୁର୍ଣ୍ଣୋମଣ୍ଟେର ମୋଟ ୧୬ଟି ଦଳ ଭାଗ ନେଇଥିଲା ବେଳେ ଫାଇନାଲେର ମ୍ୟାଚ ଟିଆକଟାର ରୟାଲ ଟାଇଗର ଓ ହାତିମୁଣ୍ଡାର ଜେଏସ୍ବିସି ମଧ୍ୟେର ଅନୁଷ୍ଠିତ ହୋଇଥିଲା । ଏଥେôର ଜେଏସ୍ବିସି ଟିମ୍ ୧-୦ ଗୋଲେର ଚମ୍ପିଆନ୍ ହୋଇଥିବା ବେଳେ ରୟାଲ ଟାଇଗର ଟିମ୍ ରନର୍ସ ଅଫ ହୋଇଛି । ରତନ କୁମାର ସ୍ୱାଇଁ ଓ ତ୍ରେିଲାଚନ ସିଂ ଖେଳ ପରିଚାଳନା କରିଥିଲେ । ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ସେରାଜ କୁମାର ସେଠୀ ବେିଜତା ଦଳକୁ ଟ୍ରଫି ଓ ପୁରସ୍କାର ବିତରଣ କରିଥିଲେ । ଚମ୍ପିଆନ୍ ଦଳକୁ ୨୦ହଜାର ଟଙ୍କା, ରନର୍ସ ଅଫ ଟିମ୍କୁ ୧୫ହଜାର ଟଙ୍କା ପ୍ରଦାନ କରାଯାଇଥିଲା । କ୍ଲବର ସଭାପତି ଦୀଲିପ କୁମାର ସିଂ, ସମ୍ପାଦକ ଦୀପକ ଦେଉରୀ, ସଭ୍ୟ ଚନ୍ଦନ ଦେଉରୀ, ରେମଶ ଦେଉରୀ, ସାଗର ଦେଉରୀ ପ୍ରମୁଖ ସହେଯାଗ କରିଥିଲେ । ରତିକାନ୍ତ େବେହରା ମଞ୍ଚ ପରିଚାଳନା ଓ ଧନ୍ୟବାଦ ଅପର୍ଣ କରିଥିଲେ ।