ବିଜୁ ପଟ୍ଟନାୟକ ସୋସିଆଲ ଏଣ୍ଡ ୱେଲଫେଆର ଆସୋସିଏସନ ବୃକ୍ଷରୋପଣ
ଝାରସୁଗୁଡା଼ : ବିଜୁ ପଟ୍ଟନାୟକ ସୋସିଆଲ ଏଣ୍ଡ ୱେଲଫେଆର ଆସୋସିଏସନ ତରଫରୁ ଝାରସୁଗୁଡ଼ା ଝାଡ଼େଶ୍ୱର ମନ୍ଦିର ପରିଷରରେ ଅନୁଷ୍ଟାନର ସଭାପତି ତଥା ମାନ୍ୟବର ବିଧାୟକ ବ୍ରଜରାଜନଗର କିଶୋର କୁମାର ମହାନ୍ତିଙ୍କ ନେତ୍ରୁତ୍ୱ ରେ ୧୫୦ଗୋଟି ଚାରା ଗଛ ରୋପଣ କରାଗଲା । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ଜିଲ୍ଲା ବଣ ବିଭାଗ ଅଧିକାରୀ ଶ୍ରୀଯୁକ୍ତ ଲଳିତ କୁମାର ପାତ୍ର ,ତାପସ ରାୟ ଚୌଧୁରୀ , ସନ୍ଦୀପ ଅବସ୍ତୀ , ମନୋରଞ୍ଜନ ମହାପାତ୍ର , ତ୍ରିନାଥ ଗୂଆଲ ,ମନୋରଞ୍ଜନ ମହାପାତ୍ର , ଅରୁଣ ଚୈନି, ତୁଳସୀ ପ୍ରସାଦ ଦାସ , ଶଶୀଭୂଷଣ ତିୱାରୀ , ଆଶୀଷ ଶୁକ୍ଳା , ଜୟ ପ୍ରକାଶ କୁଅଁର , ପ୍ରଶାନ୍ତ ଜେନା , ଦେବେନ୍ଦ୍ର ମହାପାତ୍ର , , ରିନ୍କୁ ହୀନା ରାଉତ , ଲିଙ୍ଗରାଜ ମହାପାତ୍ର , ଅଶ୍ୱିନୀ ପାଣ୍ଡେ , ନାରାୟଣ ଦତ୍ତ, ପ୍ୟାରେଲାଲ ଶ୍ରୀବାସ୍ତବ , ବିନାୟ ପଟେଲ , ସଲିଳ ପଟେଲ , ନିର୍ମଳ କାଲୋ , ଅଶୋକ ମହାପାତ୍ର ,ସୋମ୍ୟ ରଞ୍ଜନ ବେହେରା, ଅନନ୍ତ ଦାଶ , ପ୍ରଦୀପ ଲୁହା , ଆନନ୍ଦ ସାହୁ , ରାଜେଶ ସେଟ , ହିମାଂଶୁ ବେସନ , ଶ୍ୟାମ ସୁନ୍ଦର ମହାପାତ୍ର , କ୍ଷେତ୍ର ସାହୁ ଶ୍ୟାମଳ ବୋଷ , ଭାରତ ମେହେର ପ୍ରମୁଖ ତଥା ଝାଡ଼େଶ୍ୱର ମନ୍ଦିର ବିକାଶ ପରିଷଦ ର ସଦସ୍ୟ ମନେ ଉପସ୍ଥିତ ରହି ସାମାଜିକ ଦୂରତା ଅବଲମ୍ବନ ପୁର୍ବକ ମାସ୍କ ଧାରଣ କରି ଚାରା ରୋପଣ କରା ଗଲା ।