୫ଟି ସଚିବଙ୍କ ପୁରୀ ଗ୍ରସ୍ତ
ପୁରୀ : ୫ଟି ସଚିବ ଭି.କେ.ପାଣ୍ଡିଆନ ଆଜି ପୁରୀ ଗ୍ରସ୍ତରେ ଆସିଥିଲେ । ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ । ପରେ ମନ୍ଦିର ଚତୁଃପାଶ୍ୱର୍ ଉନ୍ନତିକରଣ କାର୍ଯ୍ୟ, ପେଣ୍ଠକଟା ଷ୍ଠାଡ଼ିୟମ କାର୍ଯ୍ୟ ପରିଦର୍ଶନ କରିଥିଲେ । ପରେ କୋଣାର୍କ ଯାଇ ଚନ୍ଦ୍ରଭାଗା ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଅନୁଧ୍ୟାନ କରିଥିଲେ । ସେଠାରୁ କାକଟପୁର ଯାଇ ମା ମଙ୍ଗଳାଙ୍କୁ ଦର୍ଶନ କରିଥିଲେ । ତାଙ୍କ ସହ ଜିଲ୍ଲାପାଳ ସମର୍ଥ ବର୍ମା ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏପ୍ରିଲ ୨୦୨୩ ସୁଦ୍ଧା କୋଣାର୍କ ଓ ଚନ୍ଦ୍ରଭାଗା ରାସ୍ତା କାର୍ଯ୍ୟ ଶେଷ ହେବ ବୋଲି କହିଥିଲେ ।