ବାରିପଦା : ଯଷିପୁର ତହସିଲର କନିଷ୍ଠ ରେଭିନ୍ୟୁ ଆସିଷ୍ଟାଣ୍ଟ ଭାର୍ଗବ ମହାକୁଡ଼ ଆଜି ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଜମି ପଟ୍ଟା କରାଇଦେବା ପାଇଁ ସେ ଏହି ଲାଞ୍ଚ ନେଉଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ହାତରେ ଧରାପଡିଛନ୍ତି । ଭିଜିଲାନ୍ସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।
Post Views: 56,100