ଡେରାଡୁନ : ଉତ୍ତରାଖଣ୍ଡରେ ୨ଦିନ ହେଲା ପ୍ରବଳ ଥଣ୍ଡା ଅନୁଭୂତ ହୋଇଛି । ଫଳରେ ପାର୍ବତ୍ୟ ଅଞ୍ଚଳରେ ଥଣ୍ଡା ହେତୁ ଜଳ ବରଫରେ ପରିଣତ ହୋଇଛି । ଚାମୋଲିରେ ପ୍ରବଳ ଥଣ୍ଡା ହେତୁ ନୀତି ମାଲାରି ଉପତ୍ୟକାର ଜଳପ୍ରପାତ ଓ ଡ୍ରେନ୍ ସବୁ ବରଫରେ ପରିଣତ ହୋଇଛି । ଏହା ସହିତ ଜଳ ପୋଖରୀଗୁଡ଼ିକରେ ଥଣ୍ଡା ହେତୁ ପୋଖରୀଗୁଡ଼ିକ ମଧ୍ୟ ଫ୍ରିଜ୍ ହୋଇଯାଏ ।
Post Views: 1,482