ଆଜିର ହସକଥା
ଦୁଇ ସାଙ୍ଗ ପରସ୍ପର ସହ କଥା ହେଉଥିଲେ ।
ବବଲୁ- ଜଣାଅଛି, ଆମର ଏଠି ନୁଆ ଟୁଥପେଷ୍ଟ କେବେ ପର୍ଯ୍ୟନ୍ତ ଖୋଲାହୁଏ ନାହିଁ ?
ଡବଲୁ- କେବେ ଯାଏଁ ?
ବବଲୁ- ଯେବେ ପର୍ଯ୍ୟନ୍ତ ପୁରୁଣା ବାଲା କହିଦେବନି କି ମାଲିକ ଦୁଇ ଖଣ୍ତ କରି ଦେଖିନିଅ ଏବେ କିଛି ନାହିଁ ଆଉ ।
ସ୍ତ୍ରୀ- ଜାନୁ କଣ ମୁଁ ତୁମ ସ୍ୱପ୍ନରେ ଆସେ କି ?
ସ୍ୱାମୀ- ନା ତ,
ସ୍ତ୍ରୀ-କଣପାଇଁ ?
ସ୍ୱାମୀ-କାଇଁକି ନା ହନୁମାନ ଚାଳିଶା ପଢିକି ଶୋଉଛି ।
ନର୍ସ- ଶୁଭେଚ୍ଛା ତୁମ ଘରେ ପୁଅ ଜନ୍ମ ନେଇଛି,
ସାନ୍ତା- ଗଜବ ଟେକ୍ନୋଲୋଜି ନର୍ସ-କଣ ?
ସାନ୍ତା- ସ୍ତ୍ରୀ ମେଡିକାଲରେ ଓ ପୁଅ ଘରେ ଜନ୍ମ ହେଇଛି ।
ମା- ତୁ ବହୁତ ମଜାଳିଆ ଦେଖିବାକୁ ମାଙ୍କଡ ପରି ଲାଗୁଛୁ ।
ପୁଅ- କିନ୍ତୁ ମା ପଡୋଶୀ ବାଲା ମାଉସି କହନ୍ତି କି ତୁ ବିଲକୁଲ୍ ତୋର ବାପ ପରି ଲାଗୁଛୁ ।
ବାପା- ପୁଅ, ଆମେରିକାରେ ୧୫ ବର୍ଷର ଛୁଆ ବି ନିଜ ପାଦରେ ଠିଆ ହୋଇଯାଉଛନ୍ତି,
ପପୁ-କିନ୍ତୁ ବାପା, ଭାରତରେ ତ ଗୋଟେ ବର୍ଷର ଛୁଆ ବି ଦୌଡିବାକୁ ଲାଗେ ।