ଆସନ୍ତୁ ଜାଣିବା ଘରେ ମୟୁର ପରୁ କେଉଁଠି ରଖିଲେ ଧନ ବୃଦ୍ଧି ହେବ!
ବନ୍ଧୁଗଣ ଆଜିର ଏହି ମାହାଙ୍ଗା ଦୁନିଆରେ ଧନ ହିଁ ଲୋକମାନଙ୍କର ଭଗବାନ ପାଲଟି ଗଲାଣି ଆଜି କାଲିର ଲୋକମାନେ ଟଙ୍କା କମାଇଲେ ମଧ୍ୟ ତାହା ଠାରୁ ଅଧିକ ଖର୍ଚ୍ଚ ହେଇଯାଉଛି । ଆଜିର ଯୁଗରେ ଏମିତି ଲୋକ ଖୁବ୍ କମ୍ ଥିବେ ଯାହାର ଟଙ୍କା ର ଅଭାବ ନଥିବ । ଯଦି ବି କାହା ପାଖରେ ପର୍ଯ୍ୟାପ୍ତ ପଇସା ରହିଛି ସେମାନଙ୍କର ଅଧିକ ପଇସା କମେଇବାକୁ ଇଛା ରହୁଚି । ଧନ ମହ ସେହିପରି ହୋଇଥାଏ ଯେତେ ଥିଲେ ବି ମଧ୍ୟ ମନ ଭୋରେ ନାହିଁ । ଆଜି ମୁଁ ଆପଣଙ୍କୁ କହିବି ଏକ ଏମିତି ଉପାୟ ଯାହାଦ୍ଵାରା ପଇସା ଆସିବାର ବାଟ ଖୋଲି ଯିବ ଏବଂ ତାହା ବହୁତ ଦିନ ପର୍ଯ୍ୟନ୍ତ ଘରେ ରହିବ , ବାସ୍ତୁ ଶାସ୍ତ୍ର ରେ ଏହି ମୟୁର ପର ର କେତେ ଗୁଡ଼ିଏ ଭଲ ଉପକାରୀତା ବିଷୟ ରେ କୁହାଜାଇଛି । ସେମିତିରେ ଘରେ କେଉଁ ସ୍ଥାନରେ ଏହି ପର ରଖିବା ଦ୍ୱାରା ଆପଣ ମାନଙ୍କର ଧନ ବୃଦ୍ଧି ହେବ ସେହି ବିଷୟ ରେ ବି ଆମେ ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ ।
ଯଦି ଗୃହରେ ଉଚିତ୍ ଭାବେ ଏହି ମୟୁର ପରକୁ ରଖା ଯାଏ , ତେବେ ବହୁତ ଶୁଭ ଫଳ ମିଳେ । ଯଦି କେବେ କୈଣସି କାର୍ଯ୍ୟ ଆପଣ ମାନଙ୍କର ହେଉ ହେଉ ରହି ଜାଇଛି , ତେବେ ଆପଣ ମାନେ ଏହି ମୟୁର ପରକୁ ନିଜର ବେଡ୍ ରୁମର ପୂର୍ବ ଏବଂ ଦକ୍ଷିଣ କୋଣ ରେ ଲାଗାନ୍ତୁ , ତେବେ ଦେଖିବେ ଆପଣ ମାନଙ୍କ ଏହି ସମସ୍ୟା ସବୁ ଦୂର ହେବ ।
ସେହିପରି ଭାବେ ଆପଣ ମାନଙ୍କ ଘରେ କିମ୍ବା ଦୋକାନରେ ଯଦି ନାକାରାତ୍ମକ ଉର୍ଜା ର ପରିମାଣ ରେ ବୃଦ୍ଧି ପାଉଛି, ତେବେ ସେହିପରି କ୍ଷେତ୍ରରେ ଆପଣ ମାନେ ଏହି ମୟୁର ପରର ବ୍ୟବହାର ନିଜର ଘୋରର କୋଣ କରନ୍ତୁ । ତେବେ ଦେଖିବେ ଆପଣ ମାନେ ଏହି ନାକାରାତ୍ମକ ଉର୍ଜାକୁ ମୁକ୍ତି ପାଇବେ । ସେହିପରି ବେଳେ ଆପଣ ମାନଙ୍କ ଘରେ ଯଦି ବହୁତ ପରିମାଣ ରେ ବାସ୍ତୁ ଦୋଷ ରହି ଥାଏ ।
ତେବେ ସେମିତି କ୍ଷେତ୍ରରେ ଆପଣମାନେ ନିଜର ଘରର ଦ୍ୱାର ମୁହଁରେ ଶ୍ରୀ ଗଣେଷ ଏବଂ କିଛି ମୟୁର ପରର ବ୍ୟବହାର କରନ୍ତୁ ତେବେ ଦେଖିବେ ଆପଣ ମାନଙ୍କ ଘରେ ବାସ୍ତୁ ଦୋଷ ସଂମ୍ପର୍ଣ୍ଣ ଭାବେ ଦୂର ହେବ । ଯେଉଁ ମାନଙ୍କ ପାଖରେ ସବୁ ସମୟରେ ଏହି ମୟୁର ପର ରହିଥାଏ । ତେବେ ସେହିପରି କ୍ଷେତ୍ରରେ ଆପଣ ମାନେ ଜାଣନ୍ତୁ ସେମାନେ ସବୁ ସମୟରେ ସଫଳ ହୋଇଥାନ୍ତି । ସେହିପରି ଭାବେ ଘରର ଯଦି ଆପଣ ମାନେ ଦକ୍ଷିଣ କୋଣରେ ମୟୁର ପଙ୍ଖରେ ତିଆରୀ ହୋଇଥିବା କିଛି ବି ଜିନିଷକୁ ରଖିବା ଦ୍ୱାରା ଘରକୁ ଆପଣ ମାନଙ୍କର ଧନର ପ୍ରବେଶ ହୋଇଥାଏ ।
(ବି:ଦ୍ର: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସମ୍ପୂର୍ଣ୍ଣ ସତ୍ୟ ଏବଂ ସଠିକ୍ ବୋଲି ଦାବି କରୁନାହୁଁ। ଗ୍ରହଣ କରିବା ପୂର୍ବରୁ ଦୟାକରି ସମ୍ପୃକ୍ତ କ୍ଷେତ୍ରର ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। )
ବନ୍ଧୁଗଣ ଆମେ ଆଶା କରୁଛୁ କି ଏହି ଲେଖାଟି ଆପଣଙ୍କୁ ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜକୁ ଲାଇକ ଏବଂ ଫଲୋ ସହ କମେଣ୍ଟ କରନ୍ତୁ । ଧନ୍ୟବାଦ !!!