ବାଲେଶ୍ୱର : ଜିଲା କଂଗ୍ରେସର ନୂତନ କର୍ମକର୍ତା ଚୟନ
ବାଲେଶ୍ୱର : ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଅନୁମୋଦନ କ୍ରମେ ଜିଲ୍ଲା କଂଗ୍ରେସ ସଭାପତି ସଂଜୀବ ଗିରି ବାଲେଶ୍ୱର ଜିଲ୍ଲା କଂଗ୍ରେସ କମିଟି ନୂତନ କର୍ମକର୍ତା ତଥା କାର୍ଯ୍ୟକାରୀ କମିଟି ଘୋଷଣା କରିଛନ୍ତି । ଏହା ସହିତ ଶ୍ରୀ ଗିରି ବାଲେଶ୍ୱର କଂଗ୍ରେସକୁ ସମସ୍ତେ ମିଶି ସୁଦୃଢ଼ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି । ସମସ୍ତ ନୂତନ କର୍ମକର୍ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଶ୍ରୀ ଗିରି । ଏହି କମିଟିରେ ଉପସଭାପତି ୮ ଜଣ, ସାଧାରଣ ସମ୍ପାଦକ ୧୪ ଜଣ, ସମ୍ପାଦକ ୧୪, କାର୍ଯ୍ୟକାରୀ କମିଟି ସଭ୍ୟ ୨୧(ସ୍ଥାୟୀ ନିମନ୍ତ୍ରଣ), ସ୍ୱତନ୍ତ୍ର ନିମନ୍ତ୍ରଣ ୮ଜଣ ନିଯୁକ୍ତି ହୋଇଛନ୍ତିି ।
ଉପସଭାପତି (୮) : ମୋତିଲାଲ ମହାନ୍ତି,ଗୋପବନ୍ଧୁ ମହାପାତ୍ର,ଗୋପୀନାଥ ପାଢ଼ୀ,ଡଃ. ନଗେନ୍ଦ୍ର ସିଂହ,ସୁକମାର ଘୋଷ, କମରୁଲ ଅଲି ଖାନ୍,ରାଜେନ୍ଦ୍ର କୁମାର ଜେନା,ମନୋଜ କୁମାର ମହାନ୍ତି ।
କୋଷାଧ୍ୟକ୍ଷ : ଅଜୟ କୁମାର ସାହୁ
ସାଧାରଣ ସମ୍ପାଦକ (୧୫) : ସନ୍ତୋଷ ଜେନା,ଶୁଧାଂସୁ ଶେଖର ଜେନା,ଦେବ ଦେ,ଦେବ ଦୁଲାଲ ଦାସ,ଶ୍ରୀ ପ୍ରଦୀପ ବେହେରା,ଲକ୍ଷ୍ମୀଧର ସାମନ୍ତ, ଅଜୟ ଦିବ୍ୱେଦି, ସୁମନ୍ତ କୁମାର ବେହେରା, ନଳିନି ରଞ୍ଜନ ଦାସ,ଦେବଦତ୍ତ ଦାସ,ତୁସାରକାନ୍ତୀ ତପସ୍ୱି, ଲକ୍ଷ୍ମୀକାନ୍ତ ଦାସ, ବାସନ୍ତୀ ସାମଲ, ସମରକ ଦାସ,ହେମନ୍ତ ଗିରି ।
ସମ୍ପାଦକ (୧୪) : ଚିତ୍ତରଞ୍ଜନ ନାୟକ,ପଶୁପତି ଉପାଧ୍ୟାୟ,ଅଜିତ୍ ଦାସ,ଦୈତାରୀ ମହାଳିକ,ସୁକାନ୍ତୀ ଭକ୍ତା, ମମତା ସାହୁ, ମନୋରଞ୍ଜନ ନାୟକ, ପ୍ରଣତୀ ସାହୁ,ରବିନ୍ଦ୍ର ଭଞ୍ଜ, ସେକ୍ ଅଜଗର ଅଲି, ଶିଶିର ଦାସମହାପାତ୍ର,ସରୋଜ ମହାନ୍ତି, ରାଜକିଶୋର ନାୟକ, ତାରିଣୀ ପ୍ରସାଦ ନାୟକ ।
କାର୍ଯ୍ୟକାରୀ କମିଟି ସଭ୍ୟ (ସ୍ଥାୟୀ ନିମନ୍ତ୍ରଣ) (୨୧) : ଅନନ୍ତ ପ୍ରସାଦ ସେଠି (ପୂର୍ବତନ ସାଂସଦ),ଗୋପନାରାୟଣ ଦାସ,ଉମାରାଣୀ ପାତ୍ର,ଅକ୍ଷୟ ଅଚ।।ର୍ଯ୍ୟ (ପୂର୍ବତନ ବିଧାୟକ),ନବଜ୍ୟୋତି ପଟ୍ଟନାୟକ (ସାଂସାଦ ପ୍ରାଥୀ), ବିଜନ ନାୟକ,ସୁଦର୍ଶନ ଦାସ ,ମମତା କୁଣ୍ଡା , ପ୍ରତାପ ସେଠୀ ,ମନୋଜ ମଞ୍ଜରୀ ଦେବ,ସୁରେନ୍ଦ୍ର ପରମାଣିକ ,ସତ୍ୟଶିବ ଦାସ (ବିଧାୟକ ପ୍ରାର୍ଥୀ),ଚିତ୍ତରଞ୍ଜନ ଷଡ଼ଙ୍ଗୀ (ପୂର୍ବତନ ବିଧାୟକ),ଅସିତ୍ ମହାପାତ୍ର (ଚେୟାରମ୍ୟାନ),ମଧୁମିତା ସେଠୀ(ସାଂସଦ ପ୍ରାର୍ଥୀ),ପଦ୍ମଲୋଚନ ଲେଙ୍କା(ବରିଷ୍ଠ ସଂଗଠକ),କୃଷ୍ଣଗୋପାଳ ପଣ୍ଡା (ବରିଷ୍ଠ ସଂଗଠକ),ଅର୍ଚ୍ଚନା ନନ୍ଦୀ (ଓ.ଏମ୍.ପି.ସି. ସାଧାରଣ ସମ୍ପାଦକ),ଶରତ ରାଜ (ପୂର୍ବତନ ଡି.ଡି.ସି. ସଭାପତି), ସତ୍ୟନାରାୟଣ ମହାନ୍ତି (ପୂର୍ବତନ ସଂଗଠକ), ଅବଦୁଲ ମଜିଦ୍ ଖାନ୍ (ପୂର୍ବତନ ସଂଗଠକ) ।
ସ୍ୱତନ୍ତ୍ର ନିମନ୍ତ୍ରଣ (୮) : ଆଡଭକେଟ ସତ୍ୟ ସୁନ୍ଦର ଦାସ (ଲିଗାଲ ସେଲ୍ ସଭାପତି),ପ୍ରଜ୍ଞା ପରମିତା ମହାନ୍ତି (ଡି.ଏମ୍.ସି. ସଭାପତି),ବିକାଶ ଦାସ (ଏ.ଆଇ.ସି. ଡ଼ବ୍ଲୁ.ସି. ସଭାପତି),ନିରଞ୍ଜନ ବେହେରା (ସଭାପତି କିଶାନ କଂଗ୍ରେସ), ସୁରେଶ ବେହେରା (ଆଇ,ଏନ.ଟି.ୟୁ.ସି. ସଭାପତି),ଜ୍ୟୋତ୍ସ୍ନା ସେନାପତି (ରାଜ୍ୟ ଭିପି, ଏ.ଆଇ.ଡବ୍ଲୁ.ସି),ରଞ୍ଜନ ଦାସ (ଡ଼ି,ୱାଇ.ସି. ସଭାପତି),ଗୌତମ ସାହୁ (ସଭାପତି, ଏନ୍.ଏସ୍.ୟୁ,ଆଇ)