କପାଳ ଲେଖା
ମଣିଷ ନିଜେ ନିଜର ପଢି ପାରନ୍ତା
ନିଜକୁ ଶ୍ରେଷ୍ଠ ବୋଲି କୁହନ୍ତା
ବନ୍ଧୁ
ମଣିଷ ଚାହେଁ ତା ତଲେ
ସମସ୍ତେ ରୁହନ୍ତୁ
ଆଉ ଗୁଲାମ କରନ୍ତୁ
ହସି ଦେଇ କହେ
ମୁଁ ଶ୍ରେଷ୍ଠ ମୁଁ ଶ୍ରେଷ୍ଠ
ହେଲେ ମଧ୍ଯ ଦୁନିଆ ଜିତି
ପାରେ ନାହିଁ
କାହିଁକି ନା
ଦୁନିଆ ତା ଇଛା ରେ ଚାଲେ
?????????
?ଜୟ ଜଗନ୍ନାଥ ?
Post Views: 692