ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ପୀତାମ୍ବରପୁରରେ ବୃଦ୍ଧ ବଙ୍ଗାଳି ସେଠୀଙ୍କୁ ଆଜି ସକାଳେ ଅତ୍ୟନ୍ତ ନିର୍ମମ ଭାବେ ଲୁହାରଡ଼ ସାହାଯ୍ୟରେ ପିଟିପିଟି ହତ୍ୟା କରାଯାଇଛି । ଘଟଣାରେ ଜଡ଼ିତ ଦୁଇ ଦୁର୍ବୃତ ସେଠାରୁ ଫେରାର୍ ହୋଇଯାଇଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି ।
Post Views: 45,993