ଦୁଇ ଅନ୍ତ୍ରରାଷ୍ଟ୍ରୀୟ ତସ୍କର ପାଖରୁ ୯୬.୩୫୦ କିଲୋ ରୂପା ଜବତ
![](https://thetruths.in/wp-content/uploads/2023/03/25-1.jpg)
ସିଦ୍ଧାର୍ଥ ନଗର : ଉତର ପ୍ରଦେଶର ସିଦ୍ଧାର୍ଥ ନଗର ପୋଲିସ ଅନ୍ତ୍ରରାଷ୍ଟ୍ରୀୟ ତସ୍କରମାନଙ୍କର ଠାରୁ ୯୬.୩୫୦ କିଲୋ ରୁପା ଜବତ କରିବା ସହିତ ଧରିଛନ୍ତି । ବରିଷ୍ଠ ଅଧିକାରୀ ସଦର ନେତୃତ୍ୱରେ ଏକ ବିଶେଷ ଟିମ ଦ୍ୱାରା ଗୁପ୍ତ ସୂଚନା ଅନୁସାରେ ଜାମୁବାର ନାଳୀ ଫାଖରେ କ୍ରେଟା କାର ଯୋଗେ ନେପାଳରୁ ଚୋରି କରି ନେଇ ଯାଉଥିବା ବେଳେ ୯୬.୩୫୦ କିଲୋ ଗ୍ରାମ ରୁପା ଜବତ କରିଛନ୍ତି ।