Day: September 20, 2023

କରଞ୍ଜିଆ : କରଞ୍ଜିଆ ଥାନା କେନ୍ଦୁମୁଣ୍ଡି ଜଙ୍ଗଲ ନିକଟରୁ ଅଖା ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର । ମହିଳାଙ୍କୁ ହତ୍ୟା କରାଯାଇ ଫିଙ୍ଗି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତକ ନିରୁପମା ମହାନ୍ତ।... Read More
ଅନୁଗୋଳ : ଅନୁଗୋଳ ଜିଲା ବନ୍ତଳା ବନାଞ୍ଚଳରେ ପୁଣି ମାତିଲା ଗୋଠ ଛଡା ହାତୀ। ଜଣକୁ ଦଳିଦେଲା ଦନ୍ତା। ମୃତକ ବସଲା ଗାଁର ଭାବ ଜେନା। ଆଜି ସକାଳେ ଭାବ ଶୌଚ ହେବାକୁ ଯାଇଥିବାବେଳେ... Read More
ପୁରୀ : ଓଡ଼ିଶାରେ ଦ୍ଵିତୀୟ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍। ଆସନ୍ତା ୨୪ରେ ଉଦଘାଟନ ପୂର୍ବରୁ ପୁରୀ-ରାଉରକେଲା ମଧ୍ୟରେ ଏହି ଟ୍ରାଏଲ ରନ୍ ହୋଇଛି। ସକାଳ ୫ଟାରୁ ପୁରୀରୁ ବାହାରି ଦିନ ୧୨ଟା... Read More
ଆନନ୍ଦପୁର : କେନ୍ଦୁଝର ଜିଲା ଆନନ୍ଦପୁର ଥାନା ପଣସଡିହା ପଞ୍ଚାୟତ ଡୁମରିଡିହା ଗାଁରେ ଅଘଟଣ। ଭାଲୁ ଆକ୍ରମଣ ଜଣେ ବୃଦ୍ଧାଙ୍କ ମୃତ୍ୟୁ । ମୃତକ ହେଉଛନ୍ତି ସୁମୀ ଘାଗରାଇ । ସେ ନିକଟସ୍ଥ ଜଙ୍ଗଲକୁ... Read More
ମାଲକାନଗିରି : ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡ଼ା ଜଙ୍ଗଲରେ ପୋଲିସ୍ ମାଓବାଦୀ ମଧ୍ୟରେ ଗୁଳିବିନିମୟ। ପୋଲିସର ଏନକାଉଣ୍ଟରରେ ଦୁଇ ହାର୍ଡକୋର ମାଓବାଦୀ ମୃତ। ନାହାଡ଼ି ଜାଙ୍ଗଲରେ ଆଜି ସକାଳୁ ମାଓବାଦୀ କ୍ୟାମ୍ପ କରି... Read More
ଭୁବନେଶ୍ୱର : ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ହେବେ ବିଜେଡିର ବାଚସ୍ପତି ପ୍ରାର୍ଥୀ । ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ କରିବେ ପ୍ରମିଳା। ଆସନ୍ତା ୨୨ ତାରିଖରେ ଅନୁଷ୍ଠିତ ହେବ ବାଚସ୍ପତି ନିର୍ବାଚନ ।... Read More
ନୂଆଦିଲ୍ଲୀ: କାନାଡ଼ାରେ ଭାରତ ବିରୋଧୀ କାର୍ଯ୍ୟକଳାପ ଦୃଷ୍ଟିରୁ ଭାରତ ବୁଧବାର ଭାରତୀୟ ନାଗରିକ ତଥା ସେଠାକୁ ଯାତ୍ରା କରିବାକୁ ବିଚାର କରୁଥିବା ଲୋକଙ୍କ ପାଇଁ ସତର୍କ ସୂଚନା ଜାରି କରିଛି । ଖାଲିସ୍ତାନୀ ନେତା... Read More
ନୂଆଦିଲ୍ଲୀ: ଲୋକସଭା ତଥା ବିଧାନସଭାରେ ମହିଳାମାନଙ୍କ ସଂରକ୍ଷଣ ପାଇଁ ଆଗତ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ବିଲକୁ କଂଗ୍ରେସର ସଂସଦୀୟ ଦଳର ସଭାପତି ସୋନିଆ ଗାନ୍ଧୀ ସମର୍ଥନ କରିଛନ୍ତି । ଆଜି ଲୋକସଭାରେ ଏହି... Read More
ବାହାନଗା : ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅନ୍ତର୍ଗତ ପଣପଣା ପଞ୍ଚାୟତ ସରସତିଆ ଜେନା ସାହିରେ ଅଘଟଣ । ଗଣେଶ ପୂଜା ଭୋଗ ଖାଇ ୪୦ ଜଣ ଅସୁସ୍ଥ । ୨୦ ଜଣ ଅସୁସ୍ଥ... Read More
ସମ୍ବଲପୁର : ସବୁ ପ୍ରତୀକ୍ଷାର ଅନ୍ତ । ଆରାଧ୍ୟ ଦେବୀ ମା’ ସମଲେଶ୍ବରୀଙ୍କ ଠାରେ ଲାଗି ହୋଇଛି ଚଳିତ ବର୍ଷର ନବାନ୍ନ। ଏଥିପାଇଁ ଧାର୍ଯ୍ୟ ହୋଇଥିବା ବିଛା ଲଗ୍ନ ତୁଳା ନବାଂଶେ ୧୦ଟା ୨୭ରୁ... Read More

Categories

You may have missed