ଆଜିର ହସକଥା
ପୋଲିସ୍ ଇନସିପେକ୍ଟର- ତୁମେ ଏକ ବାକ୍ସ ଚୋରି କଲ କିନ୍ତୁ ସେଥିରୁ ନୋଟ୍ ର ବଣ୍ତଲ ଛାଡିଦେଲ,
ଚୋର- ସାହେବ୍ ଏଫ୍ ଆଇ ଆର୍ ରେ ଏହାବିଷୟରେ କହିବେନି,
ଇନସିପେକ୍ଟର୍- କଣପାଇଁ ?
ଚୋର- ମୋର ଏହି ଭୁଲ୍ ପାଇଁ ମୋର ବାପା ମୋତେ ବହୁତ ମାରିବେ ।
ଝିଅ ବୟଫ୍ରେଣ୍ତ ସହ ବାଇକରେ ବୁଲୁଥିଲା, ମଝିରେ ଏକ ଜଙ୍ଗଲ ଆସିଲା।
ବୟଫ୍ରେଣ୍ତ-ଆମେ ଟିକିଏ ସମୟ ଏଠାରେ ରହିବା,
ଝିଅ- ତୁମେ କିଛି ଏମିତି ସେମିତି ହରକତ୍ କରିବ ନି ତ ?
ବୟଫ୍ରେଣ୍ତ-ନା ମ,
ଝିଅ- ତେବେ ଅଟକିବାର କଣ ଫାଇଦା ?
ଜଣେ ବ୍ୟକ୍ତି ଅସରପା ମାରୁଥିଲା, ମରିବା ପୁର୍ବରୁ ଅସରପା ବ୍ୟକ୍ତିକୁ ଶେଷଥର କହିଲା, ମାରିଦିଅ ମୋତେ ଡରୁଆ ଶଳା, ତୁ ମୋ ଠାରୁ ଏଥିପାଇଁ ଚିଡୁଛୁ, କାରଣ ତୋର ସ୍ତ୍ରୀ ମୋତେ ଡରୁଛି, ଓ ତୋତେ ନୁହେଁ ।
ପପୁ ନିଜ ବାପା ସାନ୍ତାକୁ- ବାବା ମୋତେ ୧୮୦ସିସି ପଲସର୍ ବାଇକ୍ ଦରକାର ।
ସାନ୍ତା- ପୁଅ ତୁ ୧୮୦ ସିସି ପଲସର୍ ନେଇଯା, କିମ୍ବା ୩୫୦ ସିସି ବୁଲେଟ୍, ପିଛା କରିବାର ତ ୧୦୦ ସିସି ସ୍କୁଟିକୁ ହିଁ କରିବାର ଅଛି ।
ଝିଅ- ମୋତେ ଜାନୁ ଏକ ଜିଓର ସିମ୍ ଦେଇଦିଅ ।
ପୁଅ- ଦୁଇ ଚାରିଦିନ ଅଟକିଯା ।
ଝିଅ-କଣପାଇଁ ?
ପୁଅ- ବାବା ରାମଦେବ ନିଜର ଏକ ସିମ୍ ବାହାର କରିବାକୁ ଯାଉଛନ୍ତି ।
ଝିଅ- ସେଥିରୁ ଆମକୁ କଣ ଫାଇଦା ମିଳିବ ।
ପୁଅ- ସେଥିରେ ଡାଟା ସହ ଅଟା ବି ଫ୍ରିରେ ମିଳିବ ।
ଅଧ୍ୟାପକ- ପପୁ ତୁ ବହୁତ୍ ଅଧିକା କହୁଛୁ ।
ପପୁ- ସାର୍ ଏହା ଆମର ଖାନଦାନୀ ପରମ୍ପରା ଅଟେ ।
ଅଧ୍ୟାପକ- କଣ ମତଲବ ତୁମର ।
ପପୁ-ସାର୍ ମୋର ଜେଜେବାପା ଏକ ଫେରିବାଲା ଥିଲେ ଓ ମୋର ବାପା ଜଣେ ଅଧ୍ୟାପକ ।
ଅଧ୍ୟାପକ- ଓ ତୁମ ମା ବିଷୟରେ କିଛି କୁହ ? ମତଲବ କଣ ଅଛି, ସାର୍- ସେ ଜଣେ ମହିଳା ଅଟନ୍ତି ।