ମଣିଷ ନିଜ ଆତ୍ମା ନିଜେ
ଦେଖି ପାରୁନି
କିନ୍ତୁ
ଶରୀର ପାଇଛି ବୋଲି ଭାରି ଟାଣ
ବନ୍ଧୁ
ଏଣୁ ଚିକ୍କଣ ସେଣୁ ଚିକ୍କଣ
ମାଜି ଦେଲେ କଥା ଚିକ୍କଣ
ଟାପରା କଥା ରେ ବୁଡିଗଲି
ସମୟ ଖେଳେ
ସଞ୍ଜ ମୁଣ୍ଡେ
ଦେହ କୁ ଯେତେ ମାଜୁଛ ମାଜ
ଶେଷ ବେଳେ ଧୂପ ଲାଗି
ବିଦାୟ ନେବ
ହେଲେ
ଦେହ ଚିକ୍କଣ ସଂସାର ପାଇଁ
କିନ୍ତୁ
ମଶାଣି ପାଇଁ ନୁହଁ ।।
।। ଜୟ ଜଗନ୍ନାଥ ।।
Post Views: 1,212