କଲମ ରେ କାଳି ଥିଲେ
ଆଦର
କାଳି ସରିଲେ ଦୁରେଇ ଦିଅ
କିନ୍ତୁ
ଟଙ୍କା ଥିଲେ ତୁମ ପାଖେ
ତୁମକୁ କୁ ଓଜନ କରିଦିଏ
ବନ୍ଧୁ
ମନେରଖିବେ
ଟଙ୍କା ନୁହଁ ଯୋଗ୍ୟତା
ମଣିଷ କୁ ଉଚ୍ଚ ସମ୍ମାନ
ଉଚ୍ଚ ପ୍ରଶଂସା
ଓଜନଦାର କରିଦିଏ
ଏଇ ଯେମିତି କାଳି ଥିଲେ
କଲମ ।।
?♀?♂?♀?♂?♀?♂?♀?♂
? ଜୟ ଜଗନ୍ନାଥ ?
Post Views: 853