ଭାଗ୍ୟ କୁ କିଏ କେବେ
ନିୟନ୍ତ୍ରଣ କରି ପାରିବ
କେତେବେଳେ ରାଜା କରି ଦେଉଛି
ତ କେତେବେଳେ ଭିକାରୀ
ବନ୍ଧୁ
ପ୍ରତି ସେକେଣ୍ଡ ରେ ଭାଗ୍ଯ ବଦଳୁଛି
ଜୀବନ ସହ ଖେଳୁ ଖେଳୁ
ହସ ସହିତ ଦୁଃଖ ଖେଳୁଛି
କଥାରେ ଅଛି
ଲେଖା ଅଛି ଯାହା କରମେ
ପାଇବୁ ତାହା
ଭାଗ୍ଯ କୁ ନିଦୁଁ ଯାହା ।।
?♂?♀?♂?♀?♂?♀?♂?♀?♂
?✍ ଜୟ ଜଗନ୍ନାଥ ?✍
Post Views: 782