ମଣିଷ ଶରୀର କୁ ଟିକିଏ
ପବନ ହରାଇ ଦଉଛି
କିନ୍ତୁ
ବିନା ନିଶ୍ବାସ ବା ପବନ ରେ
ବଞ୍ଚିବା ସହଜ ନୁହଁ
ବନ୍ଧୁ
ଟିକେ ପବନ ଏତେ ବଡ ଶରୀର
କୁ ହରାଇ ଦଉଛି
କିନ୍ତୁ
ତୁମ ଚାତୁରୀ କହିଲେ ନସରେ
ଦେହ ବଡିମା ରଖିଛି
ବେଳ ବୁଡିଲା ପରି ସବୁ
ଲିଭି ଯାଉଛି ।।
?♀?♀?♀?♀?♀?♀?♀?♀?♀
?ଜୟ ଜଗନ୍ନାଥ ?
Post Views: 661