Wedding Feast

ବାଲେଶ୍ୱର : ନବଦମ୍ପତିଙ୍କୁ ଘାରିଛି ପରିବେଶ ଚିନ୍ତା । ଅବକ୍ଷୟମୁଖି ପରିବେଶକୁ ସଜାଡ଼ିବା ପାଇଁ କରିଛନ୍ତି ପ୍ରୟାସ । ନିଜ ବିବାହ ଭୋଜି ଉତ୍ସବରେ ନିମନ୍ତ୍ରିତ ଅତିଥିଙ୍କୁ ଚାରାଗଛ ବାଣ୍ଟି ପରିବେଶପ୍ରେମୀର ପରିଚୟ ଦେଇଛନ୍ତି... Read More

Categories