Explosion In Ludhiana District Court

ଚଣ୍ଡିଗଡ଼ : ପଞ୍ଜାବର ଲୁଧିଆନା ଜିଲ୍ଲାକୋର୍ଟରେ ବିସ୍ଫୋରଣ ହୋଇଛି । କୋର୍ଟର ଦ୍ବିତୀୟ ମହଲାର ଶୌଚାଳୟରେ ଏହି ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି । ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି... Read More

Categories