ଇପିଏଫ୍ଓ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ‘ଇଜି ଅଫ୍ ଲିଭିଂ’ ଅଧୀନରେ ଅଧିକ ବିସ୍ତାର ହେବ ଅଟୋ-ମୋଡ୍ ସେବା ଦେଶ-ବିଦେଶ ଇପିଏଫ୍ଓ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ‘ଇଜି ଅଫ୍ ଲିଭିଂ’ ଅଧୀନରେ ଅଧିକ ବିସ୍ତାର ହେବ ଅଟୋ-ମୋଡ୍ ସେବା May 15, 2024 ନୂଆଦିଲ୍ଲୀ: ଇପିଏଫ୍ଓ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର। କର୍ମଚାରୀ ଭବିଷ୍ୟ ନିଧି ପାଣ୍ଠି ଏହାର ଆକାଉଣ୍ଟଧାରୀଙ୍କ ପାଇଁ ଏକ ବଡ ଘୋଷଣା କରିଛି। ଏବେ ଇପିଏଫ୍ଓରୁ ଟଙ୍କା କାଢିବା ଅତି ସହଜ ହେବାକୁ ଯାଉଛି।... Read More