100-foot-tall Indian National Flag

ଶ୍ରୀନଗର : ଜମ୍ମୁ କାଶ୍ମୀରର ଶ୍ରୀନଗର ଐତିହାସିକ ହରି ପବର୍ତରେ ୧୦୦ ଫୁଟ ଉଚ୍ଚତାର ଭାରତୀୟ ଜାତୀୟ ପତାକା ମଙ୍ଗଳବାର ସ୍ଥାପନ କରାଯାଇଛି। ଏହା କାଶ୍ମୀରରେ ସବୁଠାରୁ ଉଚ୍ଚ ଜାତୀୟ ପତାକା ବୋଲି ଜଣାଯାଇଛି।... Read More

Categories