ଜୟପୁର : ଜୟପୁର ସହର ଜୁଆ ଖେଳ ଚାଲୁଥିବା ବେଳେ ଟାଉନ ପୋଲିସ ଚଢାଉ କରିଛି । ପାରାବେଢା ସତ୍ୟ ଅଧିକାରୀ ଛକ ନିକଟରେ ଥିବା ଏକ ଘରେ ଜୁଆ ଖେଳ ଚାଲୁଥିବା ସୂଚନା ପାଇ ଟାଉନ ପୋଲିସ ଚଢାଉ କରି ୮ ଜଣ ଜୁଆଡ୍ଡି କୁ ଗିରଫ କରି ସେ ମାନଙ୍କ ଠାରୁ ୩୨ ହଜାର ୫ ଶହ ଟଙ୍କା ତାଲ କାର୍ଡ କୁ ଜବତ କରିଥିବା ଟାଉନ ପୋଲିସ ତରଫରୁ ସୂଚନା ଦିଆଯାଇଛି ।
Post Views: 3,159