ବଦଳିଲେ ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାପାଳ
ଭୁବନେଶ୍ୱର : ବଦଳିଲେ ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାପାଳ । ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ ମହାପାତ୍ର ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ବଦଳି ହୋଇଛନ୍ତି । ସେହିପରି ପରୁଲ ପଟୱାରୀ ଜଗତସିଂହପୁର ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଛନ୍ତି । ସେହିପରି ଗଙ୍ଗାଧର ସାହୁଙ୍କୁ ସାଧାରଣ ବିଭାଗ ତଥା ଜିଏ ବିଭାଗ ଅତିରିକ୍ତ ସଚିବ ଭାବେ ଓ ସନତ କୁମାର ମହାନ୍ତିଙ୍କୁ ଟିଇ ଆଣ୍ଡ ଏସ୍ସିଇଆର୍ଟି ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି ।