କୋରାପୁଟ : ବୋରିଗୁମ୍ମା ପୋଲିସ ର ହେଲମେଟ ଚେକିଂ ଦିନ କୁ ଦିନ କଡାକଡି ହେବାରେ ଲାଗିଛି।ଚଳିତ ମାସ ରେ ବିନା ହେଲମେଟ ରେ ଯାଉଥିବା ବାଇକ ଚାଳକ ଙ୍କ ୯୦ ଟି ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯାଇଥିବା ବେଳେ ଜୋରିମାନା ବାବଦକୁ ମୋଟ ୧,୮୪,୫୦୦ ଟଙ୍କା ଆଦାୟ କରାଯାଇଛି ବୋଲି ଥାନା ଆଇଆଇସି ଖିରେଶ୍ୱର ସାହୁ ସୂଚନା ଦେଇଛନ୍ତି
Post Views: 23,013