ଚାଣକ୍ୟ କହିଯାଇଥିବା ମନୁଷ୍ୟର ନୀତିବାଣୀ ଯାହା ଆପଣଙ୍କୁ ବହୁତ ସାହାଯ୍ୟ କରିପାରେ
୧ . କାହାଠୁ ଦୁରାଇ ରହିବ ଦରକାର:
ଦୁଷ୍ଟ ପତ୍ନୀ , ମିଛ ମିତ୍ର , ବଦମାସ ନୌକର ଆଉ ସାପ ସହିତ ରହିବା ସାକ୍ଷାତ ମୃତୁ ସହିତ ସମାନ ଅଟେ |
୨ . କଣ କରିବା ଦରକାର
ଭବିଷ୍ୟତ ରେ ଆସୁଥିବା ଖରାପ ସମୟ ପାଇଁ ଧାନ ସଂଚୟ କର | ଏମିତି ଭାବ ନାହିଁ ଯେ ଧନୀ ଲୋକର ଖରାପ ସମୟ ଆସିବା ? ଯେବେ ଧନୀ ଛାଡିକି ଚାଲିଯାଏ ସେତେବେଳେ ସଂଚିତ ଧାନ ମଧ୍ୟ ବହୁତ ଜଲଦି କମିବାରେ ଲାଗେ |
୩. କଉଠି ରହିବ ଦରକାର
ସେହି ଦେଶ ରେ ରୁହନାହିଁ ଯେଉଁଠି ଆପଣଙ୍କର ସମ୍ମାନ କରେ ନାହିଁ , ଯେଉଁଠି ଆପଣ ରୋଜଗାର କରିପାରିବେ ନାହିଁ , ଯେଉଁଠି ଆପଣଙ୍କର ମିତ୍ର ନାହାନ୍ତି ଆଉ ଆପଣ କୌଣସି ଜ୍ଞାନ ଅର୍ଜନ କରି ପାରିବେ ନାହିଁ |
୪ . କେତେବେଳେ କାହାକୁ ପରୀକ୍ଷା କରିବା ଦରକାର
ଚାକରର ପରୀକ୍ଷା ସେତେବେଳ କର ଯେତେବେଳେ ସେ ନିଜର କର୍ତବ୍ୟ ର ପାଳନ ଭଲ ଭାବରେ କରୁ ନ ଥିବା , ନିଜ ବନ୍ଧୁ ମାନଙ୍କର ସେତେବେଳେ କର ଯେତେବେଳେ ନିଜ ଅସୁବିଧାରେ ଥିବା , ସାଙ୍ଗ ମାନଙ୍କର ପରିକ୍ଷା ବିପରୀତ ପରୀସ୍ଥିତି ରେ କର , ଆଉ ଯେତେବେଳେ ଆପଣଙ୍କର ଖରାପ ସମୟ ଚାଲୁଥିବ ସେତେବେଳେ ନିଜର ସ୍ତ୍ରୀ ର ପରୀକ୍ଷା କର |