ହିନ୍ଦୀ ସମର୍ଥ କରିବାରେ ବିଭିନ୍ନ କ୍ଷେତ୍ରର ଲୋକଙ୍କ ରହିଛି ଭୂମିକା: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିନ୍ଦୀ ଦିବସରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ ହିନ୍ଦୀକୁ ସମର୍ଥ ଏବଂ ସକ୍ଷମ କରିବାରେ ବିଭିନ୍ନ ଅଞ୍ଚଳର ଲୋକମାନେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ମଙ୍ଗଳବାର ଟ୍ୱିଟ୍ କରି କହିଛନ୍ତି ଯେ ହିନ୍ଦୀ ଦିବସ ପାଇଁ ଆପଣ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ । ବିଭିନ୍ନ ଅଂଚଳର ଲୋକମାନେ ହିନ୍ଦୀକୁ ଏକ ସମର୍ଥ ଏବଂ ସକ୍ଷମ ଭାଷା କରିବାରେ ଏକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି । ଏହା ଆପଣ ମାନଙ୍କର ସମସ୍ତ ପ୍ରୟାସର ଫଳାଫଳ ଯେ ହିନ୍ଦୀ କ୍ରମାଗତ ଭାବରେ ବିଶ୍ୱ ସ୍ତରରେ ଏକ ଶକ୍ତିଶାଳୀ ପରିଚୟ ସୃଷ୍ଟି କରୁଛି । ମଂଗଳବାର ତୃଣମୁଳ ଉପନିର୍ବାଚନ ପାଇଁ ସୁଷ୍ମିତା ଦେଓଙ୍କର ନାମ ଘୋସଣା କରାଯାଇଥିଲା । ଅସମ କଂଗ୍ରେସର ବରିଷ୍ଟ ନେତା ରହି ଦେଓ ବର୍ତମାନ କିଛିଦିନ ପୂର୍ବରୁ କଂଗ୍ରେସରେ ଶାମିଲ୍ ହୋଇଛନ୍ତି । ଚର୍ଚା ହେଉ ଅଛି ଯେ ଆସମରେ ହେବାକୁ ଥିବା ନିର୍ବାଚନରେ ସୁଷ୍ମିତାଙ୍କୁ ପାର୍ଟିର ମୁଖ୍ୟ ଚେହେରା ବନାଇବେ ।