କୈଥି ହୋଚୁଲ ନ୍ୟୁୟର୍କର ପ୍ରଥମ ମହିଳା ଗଭର୍ଣ୍ଣର
ୱାଶିଂଟନ : କୈଥି ହୋଚୁଲ ନ୍ୟୁୟର୍କର ପ୍ରଥମ ମହିଳା ଗଭର୍ଣ୍ଣର ଭାବରେ ନ୍ୟୁୟର୍କ ଷ୍ଟେଟ୍ କ୍ୟାପିଟାଲ୍ରେ ଆୟୋଜିତ ସମାରୋହରେ ଶପଥ ନେଇଛନ୍ତି । ଏହି ଅବସରରେ ନ୍ୟୁୟର୍କର ଚିଫ୍ ଜଜ୍ ଜୈନେଟ୍ ଡି ଫିରୋରେ ଉପସ୍ଥିତ ଥିଲେ । ହୋଚୁଲର ଏହି ପଦ ଶପଥ ନେବାରେ ଐତିହାସିକ କ୍ଷଣ ରହିଥିଲା, କାହିଁକି ନା ଏଠିକା ମହିଳାମାନେ ନିକଟରେ ପୁରୁଷ ପ୍ରଧାନ ରାଜନୀତିକ ବ୍ୟବସ୍ଥାର ବିରୋଧରେ ସ୍ୱର ଉଠାଇଥିଲେ ।