Day: February 7, 2024

ନୀଳଗିରି : ନୀଳଗିରି ଥାନା ପଡ଼ିଆରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ବୁଧବାର ଦୁଇ ଦିନିଆ ବ୍ଲକସ୍ତରୀୟ ଜନଜାତି କ୍ରୀଡ଼ା ଉତ୍ସବ ୨୦୨୪ ଉଦଘାଟିତ ହୋଇଯାଇଛି । ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ଉନ୍ନୟନ ପରିଷଦର... Read More
ବାଲେଶ୍ୱର : ବାଲେଶ୍ୱର ଜିଲା ଚାନ୍ଦିପୁର ସ୍ଥିତ ଡିଆର୍‌ଡିଓ ପରିସର ପିଏକ୍ସଇ ପଡ଼ିଆରେ ଡିଆର୍‌ଡିଓ କେନ୍ଦ୍ରାଞ୍ଚଳ କ୍ରିକେଟ ପ୍ରତିଯୋଗିତା-୨୦୨୪ ଆରମ୍ଭ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଡିଆର୍‌ଡିଓ କେନ୍ଦ୍ରାଞ୍ଚଳ ଅଧୀନସ୍ଥ ହାଇଦ୍ରାବାଦର ୬ଟି, ଜଗଦଲପୁର... Read More
ବାଲେଶ୍ୱର : ବାଲେଶ୍ୱର ଜିଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ ଏନଡ଼ିଆରଏଫର ମିଳିତ ଆନୁକୂଲ୍ୟରେ ବୁଧବାର ସଦର ବ୍ଲକ ଅନ୍ତର୍ଗତ ବଇଁଚା ପଞ୍ଚାୟତ ସ୍ଥିତ ବାଲିଘାଟ ନିକଟରେ ବନ୍ୟାଜଳ ଉଦ୍ଧାର ନିମନ୍ତେ ମକ ଏକ୍ସରସାଇଜ... Read More
କଟକ : ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ହେଲେ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି। ହାଇକୋର୍ଟ ପୁରୁଣା ବିଲ୍ଡିଂର ପୂର୍ବଭାଗ ଲନରେ ଆୟୋଜିତ ହୋଇଥିଲା ଶପଥ ଗ୍ରହଣ ସମାରୋହ । ରାଜ୍ୟପାଳ ରଘୁବର... Read More
ଭୁବନେଶ୍ୱର : ରାଜ୍ୟର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଭୁବନେଶ୍ବର ଅନ୍ଧାରୁଆରେ ପ୍ରତିଷ୍ଠା କରାଯାଇଥିବା ଆଇକନିକ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଲୋକାର୍ପଣ । ଭୁବନେଶ୍ୱର ଅନ୍ଧାରୁଆରେ ୨୫ ଏକର ଜମିରେ ଏହି... Read More
ଇସଲାମାବାଦ : ଆସନ୍ତା ଫେବୃଆରୀ ୮ ତାରିଖରେ ପାକିସ୍ତାନରେ‌ ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ। ମାତ୍ର ସାଧାରଣ ନିର୍ବାଚନର ଦିନକ ପୂର୍ବରୁ ପାକିସ୍ତାନର ବାଲୁଚିସ୍ତାନର ପିସିନ୍ ସହରରେ ବିସ୍ଫୋରଣ। ଏହି ଘଟଣାରେ ଅତିକମରେ ୨୫... Read More
ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତିର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଅଭିଯୋଗ ଆଧାରରେ ଦିଲ୍ଲୀର ଏକ କୋର୍ଟ ବୁଧବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ ଜାରି କରିଛନ୍ତିି । ତାଙ୍କୁ ଫେବୃଆରୀ ୧୭ରେ କୋର୍ଟରେ... Read More
ଦୁବାଇ: ଆଇସିସି ତରଫରୁ ସଦ୍ୟତମ ଟେଷ୍ଟ ର଼୍ୟାଙ୍କିଙ୍ଗ ଜାରି ହୋଇଛି। ଏଥିରେ ଭାରତୀୟ ଦ୍ରୁତ ବୋଲର ଜସପ୍ରୀତ ବୁମରା ଏକ ନମ୍ବର ବୋଲର ହୋଇଛନ୍ତି। ଏଥିସହ ବୁମରା ଇତିହାସ ରଚିଛନ୍ତି । ପ୍ରଥମ ଥର... Read More
ଭୁବନେଶ୍ୱର : ମାଟ୍ରିକ ଓ ଯୁକ୍ତ୨ ପରୀକ୍ଷା ପରିଚାଳନାର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ଲୋକସେବା ଭବନରେ ଆୟୋଜିତ ଆଭାସୀ ବୈଠକରେ ସବୁ ଜିଲାର ଜିଲାପାଳ ଓ ଏସପିଙ୍କ... Read More
ଭୁବନେଶ୍ୱର : ବିଧାନସଭା ବଜେଟ୍ ଅଧିବେଶନର ଆଜି ତୃତୀୟ ଦିନ । ବେଶ ସରଗରମ ରହିବ ଗୃହ । ପ୍ରଶ୍ନକାଳରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ସମ୍ଭବନା ରହିଛି । ସେହିପରି ଆସନ୍ତାକାଲି ଆସିବ... Read More

Categories