ଆଜିର ହସକଥା
ସ୍ତ୍ରୀ ଓ ସ୍ୱାମୀ ରାତିରେ ରଜାଇରେ ଶୋଇଥିଲେ, ଅଚାନକ ରୁମରେ କିଟ୍ କିଟ୍ ଆବାଜ୍ ଆସିଲା, ସ୍ତ୍ରୀ ଉଠିଦେଖିଲା ତ ମୁଷା କପଡାକୁ ଗୁଣ୍ତ କରୁଥିଲା,
ସ୍ତ୍ରି- ଉଠିକି ଦେଖ ମୁଷା କପଡାକୁ କାଟିଦେଉଛି,
ସ୍ୱାମୀ- ଆରେ ସବୁ ରଜାଇ ଟାଣୁନେଲୁ ଏଥିପାଇଁ ଥଣ୍ତାରେ ମୋର ଦାନ୍ତ କିଟ୍ କିଟ୍ କରୁଛି ।
ସ୍ୱାମୀ ତୁମେ ସବୁବେଳେ ମୋର ମୋର କରୁଛ, ତୁମର ଆମର କହିବା ଦରକାର,
ସ୍ତ୍ରୀ- କିଛି ଖୋଜୁଥିଲି ଆଲମୀରାରେ, ସ୍ୱାମୀ-କଣ ଖୋଜୁଛ ?
ସ୍ତ୍ରୀ- ଆମର ପେଟିକୋଟ୍ ।
ବିବାହ କଣ ଅଟେ?
ଜବାବ୍- ଏହା ବିବାହ ଏମିତି ଏକ ଗଠବନ୍ଧନ ଅଟେ, ଯେଉଁଠି ଦୁଇ ବ୍ୟକ୍ତି ମିଶିକରି ସେହି ସମସ୍ୟାକୁ ବୁଝାଇବାକୁ ଚେଷ୍ଟା କରନି ଜୀବନସାରା ପ୍ରୟାସ କରନ୍ତି, ଯାହା ପୁର୍ବରୁ କେବେ କରିନଥିଲେ ।
ମିତା ସିମାକୁ- ତୁମର ହାଇଦ୍ରାବାଦ୍ ଯାତ୍ରା କିପରି କଟିଲା ?
ସିମା ମିତାକୁ – ଆରେ କଣ କହିବି ? ରାସ୍ତାରେ ମୋର ସ୍ୱାମୀ ପାଣି ନେବାକୁ ଓହ୍ଲାଇଲେ ଓ ଗାଡି ଚାଲିଗଲା, ସେ ଷ୍ଟେସନରେ ରହିଗଲେ,
ମିତା ସିମାକୁ- ମୁଁ ବୁଝିପାରୁଛି ତୁମ ପିଡା, ଏତେ ଲମ୍ବା ସମୟ ତୁମକୁ ଶୋଷିଲା ରହିବାକୁ ପଡିଥିବ ।
ଏକ ବୁଢା ସୁନ୍ଦର ଝିଅକୁ ଧକ୍କା ହୋଇଗଲା
ବୁଢା- ଆଇ ଆମ୍ ସରି,
ଝିଅ- ଆରେ ଅନ୍ଧ କି ଦେଖାଯାଉନି ତୋତେ, ଝିଅ ଏବେ ଯେମିତି ଆଗକୁ ବଢିଲା ଏକ ହ୍ୟାଣ୍ଡସମ ପୁଅ ଧକ୍କା ହୋଇଗଲା,
ପୁଅ- ସରି, ଝିଅ- ଠିକ୍ ଅଛି ଚଲିବ,
ବୁଢା- ମୋର ସରିର ସ୍ପେଲିଙ୍ଗ୍ ଭୁଲ୍ ଥିଲା କି ?