ରାସ୍ତାରେ ଧିରେ
ଚାଲୁଥିବା ଲୋକ ପରିବେଶ
କେମିତି ଅଛି ଚିନ୍ତା କରେ
କିନ୍ତୁ
ଜୋର୍ ରେ ଚାଲୁଥିବା ଲୋକ
ତା ନିଜ ଲକ୍ଷ୍ଯ ପାଖରେ
କେମିତି ପହଞ୍ଚିବ ଚେଷ୍ଟା କରେ
ବନ୍ଧୁ
ଯିଏ ଅନ୍ୟ ପାଇଁ ଭାବେ
ତାକୁ ଏ ଦୁନିଆ ବହୁଦିନ
ପଯ୍ଯନ୍ତ ମନେ ରଖେ
ଯିଏ ନିଜ ପାଇଁ ଭାବେ
ସେ ତା ନିଜ ଦୁନିଆ ରେ
ରହିଯାଏ ।।
???????
? ଜୟ ଜଗନ୍ନାଥ ?
Post Views: 884