ମଣିଷ ଅନ୍ୟକୁ କାମରେ
ୟୁଜ୍ କରି କରି
କେତେବେଳେ ନିଜେ ନିଜ
ପାଖରେ ୟୁଜ୍ ହୋଇଯାଏ
କାହିଁକି ନା ଅଧିକ
ଚତୁର ଦେଖେଇ ହୋଇଥିବା
ମଣିଷ ବନ୍ଧୁ
ତାକୁ ଅନ୍ୟ ମାନେ ୟୁଜ୍
କରି ଫୋପାଡି ଦିଅନ୍ତି
ନିଜେ ହସୁଥିଲୁ ଅନ୍ୟକୁ ଦେଖି
ତତେ ଦେଖି ହସୁଥିବେ
ଅନ୍ୟ କେହି ।।
?♀?♀?♀?♀?♀?♀?♀?♀
? ଜୟ ଜଗନ୍ନାଥ ?
Post Views: 1,061